ETV Bharat / state

କୋରୋନା ପାଇଁ ସହାୟତାର ହାତ ବଢାଇଲେ ପ୍ଲେ ସ୍କୁଲ ଛାତ୍ର

author img

By

Published : Apr 4, 2020, 12:04 PM IST

କୋରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ 666 ଟଙ୍କା ଦାନ କଲେ ଷ୍ଟାଣ୍ଡର୍ଡ 1ର ଛାତ୍ର । ସମସ୍ତଙ୍କ ପାଇଁ ସାଜିଲେ ପ୍ରେରଣାର ଉତ୍ସ । ଅଧିକ ପଢନ୍ତୁ....

A Standard 1 student extended a helping hand to Corona
କୋରୋନା ପାଇଁ ସହାୟତାର ହାତ ବଢାଇଲେ ଷ୍ଟାଣ୍ଡର୍ଡ 1ର ଛାତ୍ର

ପୁରୀ: କୋରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ 666 ଟଙ୍କା ଦାନ କରିଛନ୍ତି ଷ୍ଟାଣ୍ଡାର୍ଡ 1ର ଛାତ୍ର । ପୁରୀ ସହରର ମାର୍କଣ୍ଡେଶ୍ବର ସାହିର କୁମାର ରୁଦ୍ର ମାଧବ ତାଙ୍କ ଅଭିଭାବକଙ୍କ ସହ ଯାଇ ନିଜ ସଞ୍ଚୟ ଟଙ୍କାକୁ ପୁରୀ ଏଡିଏମ ପ୍ରଦୀପ ସାହୁଙ୍କୁ ଦେଇଛନ୍ତି। କୁମାର ରୁଦ୍ରମାଧବ ପୁରୀର ଏକ ଘରୋଇ ପ୍ଲେ ସ୍କୁଲରେ ଷ୍ଟାଣ୍ଡାର୍ଡ 1ରେ ପାଠ ପଢନ୍ତି । ସେ ମୁଖ୍ୟମନ୍ତ୍ରୀ ଅପିଲ ଶୁଣି ଏହି ମହତ କାର୍ଯ୍ୟ କରୁଥିବା କହିଛନ୍ତି ।

ସମସ୍ତେ ଏହି ଘଡିସନ୍ଧି ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରିବା ଉଚିତ ବୋଲି ରୁଦ୍ର କହିଛନ୍ତି। ଅନ୍ୟପଟେ ପୁରୀ ଏଡିଏମ କୁନି ପିଲାର ଏଭଳି କାର୍ଯ୍ୟ ସମସ୍ତଙ୍କୁ ପ୍ରେରଣା ଦେବ ବୋଲି କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.