ETV Bharat / state

କୋଣାର୍କର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପାଇଁ ବୈଠକ - କ୍ରୀଡାମନ୍ତ୍ରୀ ତୁଷାର କାନ୍ତି ବେହେରା ଉପସ୍ଥିତ

କୋଣାର୍କକୁ ଏକ ବିଶ୍ବସ୍ତରୀୟ ସହରାଞ୍ଚଳରେ ଗଢି ତୋଳିବା ପାଇଁ ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ...

puri
କୋଣାର୍କର ସୌନ୍ଦର୍ଯ୍ୟକରଣ
author img

By

Published : Mar 5, 2020, 11:02 AM IST

ପୁରୀ: କୋଣାର୍କକୁ ଏକ ବିଶ୍ବସ୍ତରୀୟ ସହରାଞ୍ଚଳରେ ଗଢି ତୋଳିବା ପାଇଁ ରାଜ୍ୟ ସରକାର ଯୋଜନା ଆରମ୍ଭ କରିଛନ୍ତି। ଭୁବନେଶ୍ବର, ପୁରୀ ଓ କୋଣାର୍କ ପର୍ଯ୍ୟଟନର ସ୍ବର୍ଣ୍ଣ ତ୍ରିଭୁଜ ବିକାଶ ରହିଛି ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ। ତେବେ ନିକଟ ଭବିଷ୍ୟତରେ କୋଣାର୍କର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହେବ।

କୋଣାର୍କର ସୌନ୍ଦର୍ଯ୍ୟକରଣ

ଏଥିପାଇଁ ଏହାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସୌନ୍ଦର୍ଯ୍ୟ କାର୍ଯ୍ୟ ଓ ଭିତ୍ତିଭୂମି ବିକାଶରେ କଣ ସବୁ ସମସ୍ୟା ରହୁଛି, କେଉଁଠି ଜମି ଜମାକୁ ନେଇ ସମସ୍ୟା ରହିଛି ସେନେଇ ବୈଠକରେ ସମୀକ୍ଷା ହୋଇଥିଲା। ଏହି ସମୀକ୍ଷା ବୈଠକରେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ସମେତ କୋଣାର୍କର ବିଭିନ୍ନ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.