ETV Bharat / state

ମଝି ଚିଲିକାରେ ଫସିଲା ଭସାପୋଲ, ସମସ୍ତେ ସୁରକ୍ଷିତ ଉଦ୍ଧାର - ଚିଲିକାରେ ଫସିଲା ଭସାପୋଲ

ଜନୀକୁଦା ଘାଟରୁ ସାତପଡ଼ା ଅଭିମୁଖେ ଭସା ପୋଲ ଫେରୁଥିବା ବେଳେ ମଝି ଚିଲିକାରେ ଅଟକି ରହିଥିଲା । ଖବର ପାଇ ପ୍ରଶାସନ ପହଞ୍ଚି ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

VASA POLA
ମଝି ଚିଲିକାରେ ଫସିଲା ଭସାପୋଲ, ସମସ୍ତେ ସୁରକ୍ଷିତ ଉଦ୍ଧାର
author img

By

Published : Feb 8, 2020, 5:54 PM IST

Updated : Feb 8, 2020, 7:09 PM IST

ବ୍ରହ୍ମଗିରି: ପ୍ରବଳ ପବନ ଯୋଗୁଁ ମଝି ଚିଲିକାରେ ଫସିଲା ଭସାପୋଲ । ଅଳ୍ପକେ ବର୍ତ୍ତିଲେ 70ରୁ ଅଧିକ ଯାତ୍ରୀ । ଜନୀକୁଦା ଘାଟରୁ ସାତପଡା ଅଭିମୁଖେ ଭସାପୋଲ ଫେରୁଥିବା ବେଳେ ମଝି ଚିଲିକାରେ ଅଟକି ରହିଥିଲା ।

ମଝି ଚିଲିକାରେ ଫସିଲା ଭସାପୋଲ, ସମସ୍ତେ ସୁରକ୍ଷିତ ଉଦ୍ଧାର

ଖବର ପାଇ ପ୍ରଶାସନ ପହଞ୍ଚି ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଛି । ଏଥିରେ ଗୋଟିଏ ବସ୍, ଏକାଧିକ ବାଇକ ସହ ଯାତ୍ରୀ ଥିବା ସୂଚନା ରହିଛି । ବହୁ ଚେଷ୍ଟା ପରେ ସାତପଡା ଘାଟରେ ସୁରକ୍ଷିତ ଭାବେ ସମସ୍ତଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ରହିଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାଶ, ଇଟିଭି ଭାରତ

Intro:ଚିଲିକା ମଝିରେ ଅଟକିଲା ଭସା ପୋଲ।

ମଝି ଚିଲିକାରେ ଭସା ପୋଲ ଅଟକି ରହିଛି। ଯାତ୍ରୀ ଭୟଭୀତ।Body:ଜନୀକୁଦା ଘାଟରୁ ସାତପଡ଼ା ଅଭିମୁଖେ ଭସା ପୋଲ ଫେରୁଥିବା ବେଳେ ମଝି ଚିଲିକାରେ ଅଟକି ରହିଥିଲା। ପାଗ ଖରାପ ହେତୁ ରାସ୍ତା ଦେଖା ଯାଇ ନଥିଲା।ଫଳରେ ଭସା ପୋଲ ଟି ତା ରାସ୍ତାରୁ ବାହାରି ଯାଇ ମଝି ଚିଲିକାରେ ଲାଗି ରହିଥିଲା।
ସେଥିରେ ଗୋଟାଏ ବସ, ଏକାଧିକ ବାଇକ ଓ ଶତାଧିକ ଯାତ୍ରୀ ଥିଲେ।
ବହୁ ଚେଷ୍ଟା କରି ଭସା ପାଲଟି ସାତପଡ଼ା ଘାଟରେ ସୁରକ୍ଷିତ ଭାବେ ଲାଗିଥିବା ସୁଚନା ମିଳିଛି।Conclusion:
Last Updated : Feb 8, 2020, 7:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.