ETV Bharat / state

12 ବର୍ଷ ନାବାଳକ ଅପହରଣ ଅଭିଯୋଗ

author img

By

Published : May 30, 2021, 10:22 PM IST

ବ୍ରହ୍ମଗିରି ଥାନା ଅନ୍ତର୍ଗତ ବେଣ୍ଟପୁର ଛକରୁ ରବିବାର ସନ୍ଧ୍ୟାରେ ଜଣେ 12 ବର୍ଷର ନାବାଳକ ଅପହରଣ ହୋଇଥିବା ବ୍ରହ୍ମଗିରି ଥାନାରେ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

12 ବର୍ଷ ନାବାଳକ ଅପହରଣ ଅଭିଯୋଗ
12 ବର୍ଷ ନାବାଳକ ଅପହରଣ ଅଭିଯୋଗ

ବ୍ରହ୍ମଗିରି: 12 ବର୍ଷ ନାବାଳକକୁ ଅପହରଣ ଅଭିଯୋଗ । ବ୍ରହ୍ମଗିରି ଥାନା ଅନ୍ତର୍ଗତ ବେଣ୍ଟପୁର ଛକରୁ ରବିବାର ସନ୍ଧ୍ୟାରେ ଜଣେ 12 ବର୍ଷର ନାବାଳକ ଅପହରଣ ହୋଇଥିବା ବ୍ରହ୍ମଗିରି ଥାନାରେ ଅଭିଯୋଗ ହୋଇଛି ।

ବେଣ୍ଟପୁର ଗ୍ରାମର ରମେଶ ଚୀନରାଙ୍କ 12 ବର୍ଷର ପୁଅ ଅନିରୁଦ୍ଧ ଗାଁ ସ୍କୁଲ ଛକକୁ ଗାଈ ନେବା ପାଇଁ ଆସିଥିବାବେଳେ 3 ଜଣ ଯୁବକ ଗାଡିରେ ଆସି ଅନିରୁଦ୍ଧକୁ ଅପହରଣ କରି ନେଇଛନ୍ତି । ନାବାଳକଙ୍କ ମା ବନଲତା ବ୍ରହ୍ମଗିରି ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ବ୍ରହ୍ମଗିରିରୁ ଦେବାଶିଷ୍ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.