ETV Bharat / state

ମଝି ନଦୀରେ ଜଳବନ୍ଦୀ ହେଲେ ଗାଇ ଚରାଳୀ

author img

By

Published : Sep 8, 2019, 12:23 AM IST

ଉଦନ୍ତୀ ନଦୀରେ ଫସି ରହିଛନ୍ତି ଗାଇ ଚରାଳୀ । ବନ୍ୟା ଜଳ ପ୍ରବାହିତ ହୋଇଥିବାରୁ ଛେଳି ମେଣ୍ଡା ସହ ନଦୀ ମଝିରେ ଜଳବନ୍ଦୀ 15 ଗାଇଚରାଳୀ ।

ମଝି ନଦୀରେ ଗାଇ ଚରାଳୀ

ନୂଆପଡା: ଜିଲ୍ଲାରେ ତାଣ୍ଡବ ରଚିଛି ବନ୍ୟା । ସିନାପାଲି ବ୍ଲକ ଉଦନ୍ତୀ ନଦୀରେ ପ୍ରବାହିତ ହେଉଛି ବନ୍ୟା ପାଣି । ଫଳରେ ଗାଇଚରାଇବାକୁ ଯାଇଥିବା 15 ଜଣ ଗାଈ ଜଗୁଆଳି ଜଳବନ୍ଦୀ ହୋଇ ରହିଛନ୍ତି । ଏହାସହ 300 ଗାଈ, ଛେଳି ଓ ମେଣ୍ଢା ମଧ୍ୟ ଜଳ ଘେରରେ ରହିଛନ୍ତି ।

ଏପଟେ ସିନାପାଲି ଦମକଳ ବାହିନୀ ଜାରି ରଖିଛି ଉଦ୍ଧାର କାର୍ଯ୍ୟ । ନୂଆପଡା ଜିଲ୍ଳାରେ ତୁହାକୁତୁହା ବର୍ଷା ଲାଗିରହିଥିବା ବେଳେ, ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲାକୁ ହାଇ ଆଲର୍ଟ ଜାରି କରିଛି । ହେଲେ ଲୋକଙ୍କ ସଚେତନତା ଅଭାବ କାରଣରୁ ଧନଜୀବନ କ୍ଷତି ହେବାରେ ଲାଗିଛି ।

ମଝି ନଦୀରେ ଗାଇ ଚରାଳୀ

ଶନିବାର ସକାଳୁ ସିନାପାଲି ବ୍ଲକ ଅନ୍ତର୍ଗତ ଫୁରସୁଣ୍ଡ, ଖଲନା ଅଞ୍ଚଳର 15 ଜଣ ଗାଈ ଚରାଳି, 300 ଗାଈ, ଛେଳି ଓ ମେଣ୍ଢା ଧରି ଉଦନ୍ତୀ ନଦୀ ଆରପାରି ଜଙ୍ଗଲକୁ ଚରାଇବା ପାଇ ନେଇଥିଲେ । ଫେରିବା ବେଳକୁ ବନ୍ୟା ପାଣିରେ ଉବୁଡୁବୁ ଉଦନ୍ତୀ ନଦୀ । ଫଳରେ ମଝି ନଦୀରେ ଫସି ରହିଛନ୍ତି ଏମାନେ । ଚତୁପାର୍ଶ୍ବ ଜଳମଗ୍ନ ଥିବାବେଳେ ମରଣ ଜୀବନ ସହ ସଂଗ୍ରାମ କରୁଛନ୍ତି ନିରୀହ ଜୀବନ । ତେବେ ରାତ୍ରି ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି ।

ନୂଆପଡାରୁ ମୋତିଲାଲ ବାଗ୍, ଇଟିଭି ଭାରତ

Intro:ନୂଆପଡା ଜ଼ୀଲ୍ଲା ରେ ବନ୍ୟା ବିତ୍ପାତ । ସିନାପାଲି ବ୍ଲକ ଉଦନ୍ତୀ ନଦୀ ରେ ପ୍ରବଳ ବନ୍ୟା ପାଣି ପ୍ରବାହୀତ । 15 ଜଣ ଗାଈ ଜଗୁଆଳି ସହ 300 ଗାଈ ଛେଳି , ମେଣ୍ଢା ଜଳବନ୍ଧି । ସିନାପାଲି ଦମକଳ ବାହିନୀ ର ଉଦ୍ଦାର କାର୍ଯ୍ୟ ଜାରି । ନୂଆପଡା ଜ଼ିଲ୍ଳାରେ ତୁହାକୁତୁହା ବର୍ଷା ଲାଗିରହିଥିବାବେଳେ, ପାଣିପାଗ ବିଭାଗ ପକ୍ଷରୁ ଜ଼ୀଲ୍ଲା କୁ ହାଇ ଆଲଟ ଜାରି କରାଯାଇଛି । ହେଲେ ଲୋକଙ୍କ ସଚେତନତା ଅଭାବ କାରଣରୁ ଧନଜୀବନ କ୍ଷତି ହେବାରେ ଲାଗିଛି । ଆଜି ସକାଳୁ ସିନାପାଲି ବ୍ଲକ ଅନ୍ତର୍ଗତ ଫୁରସୁଣ୍ଡ , ଖଲନା ଅଂଚଳର 15 ଜଣ ଗାଈ ଚରାଳି 300 ଗାଈ ଛେଳି ମେଣ୍ଢା ଧରି ଉଦନ୍ତୀ ନଦୀ ଆରପାରି ଜଙ୍ଗଲକୁ ଚରାଇ ନେଇଥିଲେ । ଫେରିବା ବେଳକୁ ବନ୍ୟା ପାଣିରେ ଉବୁଡ଼ୁବୁ ଉଦନ୍ତି ନଦୀ ମଝିରେ ପାଣି ଘେରରେ ଫସି ଯାଇଛନ୍ତି । ଆଗକୁ ପାଣି ପଛକୁ ପାଣି ଏଭଳି ସ୍ଥିତିରେ ମରଣ ଜୀବନ ସହ ସଂଗ୍ରାମ କରୁଛନ୍ତି ନିରୀହ ଜୀବନ । ରାତ୍ରି ଘନେଇ ଆସୁଥିବାରୁ ଉଦ୍ଦାର କାର୍ଯ୍ୟରେ ବାଧା ଦେଖାଦେଇଛି । ଆଗକୁ ବଡଧରଣର ଘଟଣା କୁ ଏଡାଇ ଦିଆଯାଇ ନପାରେ ।Body:ସConclusion:ସସ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.