ETV Bharat / state

ପାରିବାରିକ କଳହର କରୁଣ ପରିଣତି, ବାପାକୁ ହାଣିଲା ପୁଅ - son

ଟାଙ୍ଗିଆରେ ହାଣି ନୃଶଂସ ଭାବରେ ବାପାକୁ ହତ୍ୟା କଲା  ପୁଅ । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସର ତଦନ୍ତ ଜାରି ।

ପ୍ରତିକାତ୍ମକ ଫଟୋ
author img

By

Published : Jul 11, 2019, 9:24 AM IST

ନୂଆପଡା: ପାରିବାରିକ କଳହକୁ କେନ୍ଦ୍ର କରି ନୃଶଂସ ଭାବେ ବାପାଙ୍କୁ ହତ୍ୟା କଲା ପୁଅ । ଏପରି ଅଭାବନୀୟ ଘଟଣା ନୂଆପଡା ଜିଲ୍ଲା ଖଡିଆଳ ଥାନା କେନ୍ଦୁପାଟି ଗାଁରେ ଦେଖିବାକୁ ମିଳିଛି ।

ସୂଚନାଥାଉକି, ଗତକାଲି ମଧ୍ୟରାତ୍ରିରେ ବାପା ନକୁଳ ବନିଛୋର ଶୋଇ ଥିବାବେଳେ ପୁଅ ପୂର୍ଣ୍ଣଚନ୍ଦ୍ର ବନିଛୋର ଟାଙ୍ଗିଆରେ ହାଣୀ ନୃଶଂସ ଭାବରେ ହତ୍ୟା କରିଛି । ତେବେ ଘଟଣାର ଖବର ପାଇ ଖଡିଆଳ ପୋଲିସ କେନ୍ଦୁପାଟି ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ନୂଆପଡାରୁ ମୋତି ଲାଲ ବାଗ୍‌ ,ଇଟିଭି ଭାରତ

Intro:Body:

BLANK FOR LINK 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.