ETV Bharat / state

ପାରମ୍ପରିକ ନୃତ୍ୟ ଗୀତରେ ସମ୍ପନ୍ନ ହେଲା ମା’ ଇନ୍ଦ୍ରାଦିଙ୍କ ଗାଦି ଯାତ୍ରା - Nuapada tribal people

ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଭୁଇପାଣି ଗ୍ରାମବାସୀଙ୍କ ଅଧିଷ୍ଠାତ୍ରୀ ଦେବୀ ମାଁ ଇନ୍ଦ୍ରାଦିଙ୍କ ପ୍ରସିଦ୍ଧ ଗାଦୀ ଯାତ୍ରା ପାଳିତ ହୋଇଯାଇଛି । ଅଧିକ ପଢନ୍ତୁ...

ବାଦ୍ୟଯନ୍ତ୍ର ଓ ନୃତ୍ୟଗୀତରେ ସମ୍ପନ୍ନ ହେଲା ମାଁ ଇନ୍ଦ୍ରାଦିଙ୍କ ପ୍ରସିଦ୍ଧ ଗାଦି ଯାତ୍ରା

author img

By

Published : Jan 1, 2021, 9:05 AM IST

ନୂଆପଡା: ଆଦିବାସୀ ବହୁଳ ବୋଡେନ ବ୍ଲକ ଭୁଇପାଣି ଗ୍ରାମବାସୀଙ୍କ ଅଧିଷ୍ଠାତ୍ରୀ ଦେବୀ ମା’ ଇନ୍ଦ୍ରାଦିଙ୍କ ପ୍ରସିଦ୍ଧ ଗାଦି ଯାତ୍ରା ପାଳିତ ହୋଇଯାଇଛି । ଡେଙ୍ଗିଆମ ଗାଁରେ ବାଦ୍ୟଯନ୍ତ୍ର ଓ ରୀତିନୀତି ଓ ନାଚଗୀତରେ ଆଦିବାସୀଙ୍କ ଏହି ପୂଜା ଶେଷ ହୋଇଛି ।

ବାଦ୍ୟଯନ୍ତ୍ର ଓ ନୃତ୍ୟଗୀତରେ ସମ୍ପନ୍ନ ହେଲା ମାଁ ଇନ୍ଦ୍ରାଦିଙ୍କ ପ୍ରସିଦ୍ଧ ଗାଦି ଯାତ୍ରା

ନାଗପଡା ଗ୍ରାମପଞ୍ଚାୟତ ସ୍ଥିତ ଦେଓଦରା ଗାଁ ଗଉତିଆ ଚୈତ ରାମ ପୁଝାରି,ସୁଧୀର ପୁଝାରୀଙ୍କ ନେତୃତ୍ୟରେ ଦେଓଦରା, ନାଗପଡା,ଝରଣାମାଲ, ସିର୍ଲି, କିରେକେଲା,ପେଣ୍ଡରାବନ୍ଧ,ଭୁଇପାଣି,ଖୋଲିଭିତର ଏଭଳି 24 ଟିକ୍ରି ଗାଁର ଶତାଧିକ ଶ୍ରଦ୍ଧାଳୁ ସମାଗମ ହୋଇଥିଲେ ।

ଗାଦୀ ଯାତ୍ରାରେ ଗଉତିଆ, ପାଟପୁଝାରୀ, ପାଟଗଉତିଆ, ପାଟକଟା, ପାଟ ଦିଆନ, ପାଟଗେଁତା, ପାଟମହୁରିଆ, ପାଟମାଝୀ ପ୍ରମୁଖ ନେତୃତ୍ୟ ଗ୍ରହଣ କରିଛନ୍ତି । ବାଜା ଗାଜା ନିନାଦରେ ଦେବୀ ମାଁ ଙ୍କ ଗାଦୀ ଯାତ୍ରା ସମ୍ପନ୍ନ ହୋଇଯାଇଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.