ETV Bharat / state

କୋରୋନା ସଚେତନତା ବାର୍ତ୍ତା ଦେଲା ଚିତ୍ରଶିଳ୍ପୀ ସଂଘ - ଚିତ୍ର ଶିଳ୍ପୀ ସଂଘ

କୋରୋନା ରୋକିବା ନେଇ ଚିତ୍ର ଆଙ୍କି ସଚେତନ କଲା ଚତ୍ରଶିଳ୍ପୀ ସଙ୍ଘ । ଅଧିକ ସୂଚନା ପାଇଁ ପଢନ୍ତୁ ...

nuapada artist Association Corona   awerrness campign .
ଚିତ୍ର ଆଙ୍କି କୋରୋନା ବାର୍ତ୍ତା ଦେଲା ଚିତ୍ର ଶିଳ୍ପୀ ସଂଘ
author img

By

Published : Apr 21, 2020, 1:49 PM IST

ନୂଆପଡା: ଚିତ୍ରଶିଳ୍ପୀ ସଂଘର ଉତ୍ସର୍ଗିକୃତ କାର୍ଯ୍ୟ । କାନ୍ଥ ବାଡ଼ରେ କୋରୋନା ସଚେତନାରାର ବାର୍ତ୍ତା ଦେଇଛନ୍ତି ନୂଆପଡା ଚିତ୍ରଶିଳ୍ପୀ ସଙ୍ଘ । ବିନା ସରକାରୀ ସହାୟତାରେ ରଙ୍ଗ ତୁଳିଧରି ଅଦରକାରୀ କାନ୍ଥ ବାଡ଼ରେ ଜିଲ୍ଲା ବ୍ୟାପି ଆଙ୍କୁଛନ୍ତି ଚିତ୍ର ।

ଚିତ୍ର ଆଙ୍କି କୋରୋନା ବାର୍ତ୍ତା ଦେଲା ଚିତ୍ର ଶିଳ୍ପୀ ସଂଘ

ମହାମାରୀ କୋଭିଡ19 ଦେଶ ବ୍ୟାପି କାୟା ବିସ୍ତାର କରି ଚାଲିଥିବା ବେଳେ କୋଭିଡ-19କୁ ନିୟନ୍ତ୍ରଣ କରିବା ପାଇଁ ସରକାର କଡା ପଦକ୍ଷେପ ନେଇଛନ୍ତି । ସେହିଭଳି ଲୋକଙ୍କୁ ଅଧିକ ସଚେତନ କରାଇବା ପାଇଁ ରଙ୍ଗ ତୁଳୀରେ କୋରୋନା ରୋକିବାର ସଚେତନତା ବାର୍ତ୍ତା ଦେଉଛନ୍ତି ଚିତ୍ରଶିଳ୍ପୀ । ବାରମ୍ବାର ହାତ ଧୋଇବା,ମାକ୍ସ ବ୍ୟବହାର କରିବା,ସାମାଜିକ ଦୂରତା ରକ୍ଷାକରିବା ଚିତ୍ର ଆଙ୍କି ସଙ୍ଘ ସଚେତନତାର ବାର୍ତ୍ତା ଦେଉଛି ।

ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.