ETV Bharat / state

ମହାପ୍ରୟାଣ ଆମ୍ବୁଲାନ୍ସର ଶୁଭ ଉଦ୍ଘାଟନ କଲେ ଏଡିଏମ

author img

By

Published : Nov 8, 2020, 4:03 AM IST

ନୂଆ ମହାପ୍ରୟାଣ ଆମ୍ବୁଲାନ୍ସକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏଡିଏମ ସୂର୍ଯ୍ୟ ମାଧବ ପାଣିଗ୍ରାହୀ ଉଦ୍ଘାଟନ କରିଛନ୍ତି ।

New Ambulance innaugurated by ADM Nuapada
ମହାପ୍ରୟାଣ ଆମ୍ବୁଲାନ୍ସର ଶୁଭ ଉଦ୍ଘାଟନ କଲେ ଏଡିଏମ

ନୂଆପଡା: ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ମିଳିଲା ନୂଆ ମହାପ୍ରୟାଣ ଆମ୍ବୁଲାନ୍ସ । ନୂଆ ମହାପ୍ରୟାଣ ଆମ୍ବୁଲାନ୍ସକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏଡିଏମ ସୂର୍ଯ୍ୟ ମାଧବ ପାଣିଗ୍ରାହୀ ଉଦ୍ଘାଟନ କରିଛନ୍ତି ।

ମହାମାରୀ କୋଭିଡ ସମୟରେ ନୂତନ ମହାପ୍ରୟାଣ ଆମ୍ବୁଲାନ୍ସ ଜିଲ୍ଲାବାସୀଙ୍କୁ ସହାୟକ ହେବ ବୋଲି ଏଡିଏମ କହିଛନ୍ତି ।

ଜିଲ୍ଲା ରେଡକ୍ରସ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ସହାୟତାରେ ମହାପ୍ରୟାଣ ନୂଆପଡାକୁ ମିଳିଛି । ଶନିବାର ଠାରୁ ଏହା ଆନୁଷ୍ଠାନିକ ଭାବେ ଉପଲବ୍ଧ ହୋଇଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.