ETV Bharat / state

ବଜ୍ରାଘାତରେ ନାବାଳିକାର ମୃତ୍ୟୁ

ବୋଡେନ ବ୍ଲକ ଧମଣାପଡା ଗାଁରେ ବଜ୍ରାଘାତରେ ଜଣେ 14 ବର୍ଷୀୟା ନାବାଳିକାର ଶୋଚନୀୟ ମୃତ୍ୟୁ । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି ପୋଲିସ । ଅଧିକ ପଢନ୍ତୁ...

ବଜ୍ରାଘାତରେ ନାବାଳିକାର ମୃତ୍ୟୁ
ବଜ୍ରାଘାତରେ ନାବାଳିକାର ମୃତ୍ୟୁ
author img

By

Published : Apr 18, 2020, 4:06 PM IST

ନୂଆପଡା: ବୋଡେନ ବ୍ଲକ ଧମଣାପଡା ଗାଁରେ ଅଘଟଣ । ବଜ୍ରାଘାତରେ ଜଣେ 14 ବର୍ଷୀୟା ନାବାଳିକାର ଶୋଚନୀୟ ମୃତ୍ୟୁ । ଧମଣାପଡା ଗାଁର ମୋହନ ମାଝୀଙ୍କ ଝିଅ କୌଶଲ୍ୟା ମାଝୀ ଘର ନିକଟସ୍ଥ ନଳକୂପକୁ ପାଣି ଆଣିବାକୁ ଯାଇଥିଲେ । ହଠାତ କାଳବୈଶାଖୀ ଆରମ୍ଭ ହୋଇଥିଲା । ଏହି ସମୟରେ ବଜ୍ରାଘାତ ହେବାରୁ ଘଟଣା ସ୍ଥଳରେ ନାବାଳିକା କୌଶଲ୍ୟାର ମୃତ୍ୟୁ ହୋଇଛି ।

ବଜ୍ରାଘାତରେ ନାବାଳିକାର ମୃତ୍ୟୁ

ଖବର ପାଇ ବୋଡେନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.