ETV Bharat / state

କମ୍ବିଂ ଅପରେସନ ବେଳେ ନକ୍ସଲ କ୍ୟାମ୍ପ ଠାବ, ବହୁ ଅସ୍ତ୍ରଶସ୍ତ୍ର ଜବତ - maoist camp busted

ନୂଆପଡା ଜିଲ୍ଲା ଜିଲ୍ଲା ବୋଡେନ ଥାନା ଅନ୍ତର୍ଗତ ଛତିଶଗଡ ସୀମାନ୍ତ ପାଭଇଷିମୁଣ୍ତି ଗାଁ ନିକଟରୁ ମାଓ କ୍ୟାମ୍ପ ଠାବ । ସିଆରପିଏଫ କ୍ୟାମ୍ପ 216 ବାଟାଲିୟନର କମ୍ବିଂ ଅପରସେନ ସମୟରେ କ୍ୟାମ୍ପ ଠାବ କରାଯାଇଛି । ଅଧିକ ପଢନ୍ତୁ...

କମ୍ବିଂ ଅପରେସନ ବେଳେ ନକ୍ସଲ କ୍ୟାମ୍ପ ଠାବ
କମ୍ବିଂ ଅପରେସନ ବେଳେ ନକ୍ସଲ କ୍ୟାମ୍ପ ଠାବ
author img

By

Published : Nov 22, 2020, 10:42 AM IST

Updated : Nov 22, 2020, 11:00 AM IST

ନୂଆପଡା: ଜିଲ୍ଲା ବୋଡେନ ଥାନା ଅନ୍ତର୍ଗତ ଛତିଶଗଡ ସୀମାନ୍ତ ପାଭଇଷିମୁଣ୍ତି ଗାଁ ନିକଟରୁ ମାଓ କ୍ୟାମ୍ପ ଠାବ । ଭଇଶାଦାନୀ ପାଖନପଡା ସିଆରପିଏଫ କ୍ୟାମ୍ପ 216 ବାଟାଲିୟନର କମ୍ବିଂ ଅପରସେନ ସମୟରେ କ୍ୟାମ୍ପ ଠାବ କରାଯାଇଛି । ଏହି ନକ୍ସଲ କ୍ୟାମ୍ପରୁ ବହୁ ପରିମାଣର ଗୋଳା ବାରୁଦ, ବନ୍ଧୁକ, ପିସ୍ତଲ, ମାଓ ପୁସ୍ତିକା ଓ ଓଷଧ ଭଳି ମାଓ ସାମଗ୍ରୀ ଜବତ କରାଯାଇଛି । ରାଇଫଲ ୫ଟି, ପିସ୍ତଲ ଗୋଟିଏ, ଡିଟୋନେଟର ୩୩ଟି, ବିଦ୍ୟୁତ ତାର ୨୫୦ ମିଟର, ରାଇଫଲ ବ୍ୟାରେଲ ୩ଟି, ରୋଷେଇ ସାମଗ୍ରୀ ଓ ଖାଦ୍ୟ ପଦାର୍ଥ ମଧ୍ୟ ଜବତ ହୋଇଛି ।

କମ୍ବିଂ ଅପରେସନ ବେଳେ ନକ୍ସଲ କ୍ୟାମ୍ପ ଠାବ

ସୂଚନା ଅନୁସାରେ, ପାଭଇଷିମୁଣ୍ତି ଗାଁ ନିକଟ ଜଙ୍ଗଲରେ ନକ୍ସଲ କ୍ୟାମ୍ପ ଚାଲିଥିବା ଯବାନମାନେ ଖବର ପାଇଥିଲେ । ଭଁଇଶାଦାନୀ ସିଆର୍‌ପିଏଫ୍ f-216 କମାଣ୍ଡାଣ୍ଟ ଉଷା ସିଂଙ୍କ ନେତୃତ୍ବରରେ ପାଟଦରା ସଂରକ୍ଷିତ ଜଙ୍ଗଲରେ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା । ଯବାନମାନେ ବିପୁଳ ମାତ୍ରାରେ ମାଓ ସାମଗ୍ରୀ ଜବତ କରିଥିବାବେଳେ, ଅଳ୍ପକେ ମାଓବାଦୀମାନେ ବର୍ତ୍ତି ଯାଇଛନ୍ତି । ଖବର ପାଇ ଘଟଣାସ୍ଥଳରକୁ ଛତ୍ରଭଙ୍ଗ ଦେଇଛନ୍ତି ମାଓ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Last Updated : Nov 22, 2020, 11:00 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.