ETV Bharat / state

ମଦମୁକ୍ତି ନେଇ ତାତିଲେ ମହିଳା - liquor protest

ନୂଆପଡା ଜିଲ୍ଲାର କୋମନା ବ୍ଲକ କାଣ୍ଡେତରା ଗାଁରେ ତେଜିଲା ମଦମୁକ୍ତି ଆନ୍ଦୋଳନ । ଗାଁର ମହିଳା ପ୍ରତିବାଦ ସଭା କରି ବେଆଇନ ମଦ ବନ୍ଦ କରିବାକୁ ମାଫିଆଙ୍କୁ ଚେତାବନୀ ଦେଇଛନ୍ତି ।

ଫଟୋ ସୌଜନ୍ୟ : ପ୍ରତିନିଧି,ନୂଆପଡା
author img

By

Published : Jul 23, 2019, 11:39 PM IST

ନୂଆପଡା: କୋମନା ବ୍ଲକ କାଣ୍ଡେତରା ଗାଁରେ ତେଜିଲା ମଦମୁକ୍ତି ଆନ୍ଦୋଳନ । କାଣ୍ଡେତରା ଗାଁରେ ଦିନକୁ ଦିନ ବେଆଇନ ମଦ କାରବାର ବଢ଼ିବାରେ ଲାଗିଛି । ଯାହାଫଳରେ ଅସାମାଜିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି ।

ବେଆଇନ ମଦକୁ ରୋକିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଅଣ୍ଟା ଭିଡି ଘରୁ ପଦାକୁ ବାହାରିଛନ୍ତି । ଆଜି ଗାଁ ଦାଣ୍ଡରେ ଏକ ପ୍ରତିବାଦ ସଭା କରି ଗାଁରୁ ବେଆଇନ ମଦ ବନ୍ଦ କରିବାକୁ ମଦ ମାଫିଆଙ୍କୁ ଚେତାବନୀ ଦେଇଛନ୍ତି । ଏନେଇ ଏକ ଶୋଭାଯାତ୍ରାରେ ଶତାଧିକ ମହିଳା ମଦବିରୋଧୀ ସ୍ଲୋଗାନ ଦେଇ ଗାଁ ପରିକ୍ରମା କରିଛନ୍ତି ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ନୂଆପଡା

ଏହାପରେ ସ୍ଥାନୀୟ କାଣ୍ଡେତରା ମଦ ଭାଟି କୁଯାଇ ଭାଟି ମ୍ୟାନେଜରକୁ ତାଗିଦ କରିଛନ୍ତି । ଗାଁର ବେଆଇନ ଖୁଚୁରା ମଦ ଦୋକାନିକୁ ମଦ ନଦେବାକୁ ଚେତାବନୀ ଦେଇଛନ୍ତି । ନଚେତ ଆଗାମୀ ଦିନରେ ନୂଆପଡା ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ୍ ବାଗ୍, ଇଟିଭି ଭାରତ

Intro:ନୂଆପଡା ଜ଼ୀଲ୍ଲା କୋମନା ବ୍ଲକ କାଣ୍ଡେତରା ଗାଁରେ ତେଜିଲା ମଦମୁକ୍ତି ଆନ୍ଦୋଳନ । କାଣ୍ଡେତରା ଗାଁରେ ଦିନକୁ ଦିନ ବେଆଇନ ମଦ କାରବାର ବଢ଼ିବାରେ ଲାଗିଛି । ଆହାଫଳରେ ଅ ସାମାଜିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି । ବେଆଇନ ମଦ କୁ ରୋକିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳାମାନେ ଅଣ୍ଟା ଭିଡି ଘରୁ ପଦାକୁ ବାହାରି ଛନ୍ତି । ଆଜି ଗାଁ ଦାଣ୍ଡରେ ଏକ ପ୍ରତିବାଦ ସଭା ଆୟୋଜନ କରି ଗାଁରୁ ବେଆଇନ ମଦ ବନ୍ଦ କରିବାକୁ ମଦ ମାଫିଆ ଙ୍କୁ ଚେତାବନୀ ଦେଇଛନ୍ତି । ଏନେଇ ଏକ ଶୋଭାଯାତ୍ରାରେ ଶତାଧିକ ମହିଳା ମଦବିରୋଧୀ ସ୍ଲୋଗାନ ଦେଇ ଗାଁ ପରିକ୍ରମା କରିଛନ୍ତି । ଏହାପରେ ସ୍ଥାନୀୟ କାଣ୍ଡେତରା ମଦ ଭାଟି କୁଯାଇ ଭାଟି ମ୍ୟାନେଜର କୁ ତାଗିତ କରିଛନ୍ତି । ଗାଁର ବେଆଇନ ଖୁଚୁରା ମଦ ଦୋକାନି କୁ ମଦ ନ ଦେବାକୁ ଚେତାବନୀ ଦେଇଛନ୍ତି । ନଚେତ ଆଗାମିଦିନରେ ନୂଆପଡା ଜ଼ିଲ୍ଳାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନି ଦେଇଛନ୍ତି ।Body:ତେଜିଲା ମଦମୁକ୍ତି ଆନ୍ଦୋଳନConclusion:କାଣ୍ଡେତରା ଗାଁରେ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.