ETV Bharat / state

ମହାମାରୀ ସମୟରେ ରକ୍ତଦାନ କଲେ କୋଭିଡ ଯୋଦ୍ଧା - ମହାମାରୀ ସମୟରେ ରକ୍ତଦାନ କଲେ ଏକାଧିକ ଶିକ୍ଷକ ଶିକ୍ଷୟତ୍ରୀ ଓ ସାମ୍ବାଦିକ

ସାରା ଦେଶରେ କୋରୋନା ଆତଙ୍କ । ନୂଆପଡାରେ ମହାମାରୀ ସମୟରେ ରକ୍ତଦାନ କଲେ ଏକାଧିକ ଶିକ୍ଷକ ଶିକ୍ଷୟତ୍ରୀ ଓ ସାମ୍ବାଦିକ । ଅଧିକ ପଢନ୍ତୁ.....

blood donation camp held in nuapada district
ମହାମାରୀ ସମୟରେ ରକ୍ତଦାନ କଲେ ଏକାଧିକ ଶିକ୍ଷକ ଶିକ୍ଷୟତ୍ରୀ ଓ ସାମ୍ବାଦିକ
author img

By

Published : Jul 24, 2020, 9:54 AM IST

ନୂଆପଡା: ସାରା ବିଶ୍ବରେ କାୟା ବିସ୍ତାର କରିଛି କୋରୋନା । ନୂଆପଡା ଜିଲ୍ଲା ଶିକ୍ଷା ବିଭାଗର ଶିକ୍ଷକ ଶିକ୍ଷୟିତ୍ରୀ ମାନବ ସମାଜର ସୁରକ୍ଷା କବଚ ସାଜି କୋଭିଡ ଯୋଦ୍ଧା ସାଜିଛନ୍ତି । ଏହି ମହାମାରୀ ସମୟରୋ ଅନେକ ଲୋକେ ରକ୍ତ ଅଭାବରୁ ମୃତ୍ୟବରଣ କରୁଛନ୍ତି। ଏହାକୁ ରୋକିବା ପାଇଁ ଜିଲ୍ଲା ଶିକ୍ଷା ବିଭାଗର ଶିକ୍ଷୟତ୍ରୀ ଓ ଶିକ୍ଷକଗଣ ଆଗେଇ ଆସିଛନ୍ତି ।

ମହାମାରୀ ସମୟରେ ରକ୍ତଦାନ କଲେ ଏକାଧିକ ଶିକ୍ଷକ ଶିକ୍ଷୟତ୍ରୀ ଓ ସାମ୍ବାଦିକ

ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ସାମ୍ବାଦିକଙ୍କ ସମେତ ବହୁ ଶିକ୍ଷୟତ୍ରୀ,ଶିକ୍ଷକ ରକ୍ତ ଦାନକରି ସମ୍ମାନିତ ହୋଇଛନ୍ତି । ଏହି ଅବସରରେ ମୁଖ୍ୟ ଅତିଥିଭାବରେ ଖଡ଼ିଆଳ ବିଧାୟକ ,ଜିଲ୍ଲା ଶିକ୍ଷା ଅଧିକାରୀ ,ବ୍ଲକ ଶିକ୍ଷା ଅଧିକାରୀଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.