ETV Bharat / state

ବାଇକ ଚୋର ଗିରଫ, 3 ମୋଟର ସାଇକେଲ ଜବତ - ସାଇକେଲ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ

ନୂଆପଡା ଖଡିଆଳ ଅଞ୍ଚଳରୁ ବିଭିନ୍ନ ସମୟରେ ଚୋରି କରୁଥିବା ବାଇକ, ସାଇକେଲ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗିରଫ କରିବା ପରେ ତାକୁ ଆଜି କୋର୍ଟ ଚାଲାଣ କରାଯିବ ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡ଼ା
author img

By

Published : Aug 6, 2019, 2:07 PM IST

ନୂଆପଡ଼ା: ଖଡିଆଳ ପୋଲିସକୁ ସଫଳତା । ସହର ବିଭିନ୍ନ ଜନଗହଳି ସ୍ଥାନରୁ ଗାଡିମୋଟର, ସାଇକେଲ ଚୋରି କରୁଥିବା ଦୁର୍ବୃତ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଠାରୁ 3ଟି ବାଇକ ଓ ସାଇକେଲ ଜବତ କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡ଼ା

ଖଡିଆଳ ଥାନା ଅନ୍ତର୍ଗତ ଢଙ୍ଗସର ଗାଁର ପର୍ଶୁରାମ ବିଭାର ଦୀର୍ଘ ଦିନ ଧରି ବାଇକ, ସାଇକେଲ ଚୋରି କରିଆସୁଥିଲା । ହାଟବଜାର, ବ୍ୟାଙ୍କ, ଡାକ୍ତରଖାନା ଅଞ୍ଚଳରୁ ଚୋରି ଫେରାର ହୋଇଯାଉଥିଲା । ହେଲେ ମଙ୍ଗଳବାର ଦୋହେଲପଡା ଗାଁର ଜଣେ ବ୍ୟକ୍ତିଙ୍କୁ ଚୋରା ବାଇକ ବିକ୍ରି କରିବା ସମୟରେ ପୋଲିସର ହାତରେ ଧରାପଡ଼ିଥିଲା । ତେବେ ଅଭିଯୁକ୍ତକୁ ଗିରଫ ପରେ ଆଜି ତାକୁ କୋର୍ଟ ଚାଲାଣ କରାଯିବ ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:ନୂଆପଡା ଜ଼ୀଲ୍ଲା ଖଡ଼ିଆଳ ପୋଲିସ କୁ ସଫଳତା । ଜଣେ ମୋଟରସାଇକଲ ଚୋର ଗିରଫ । ତିନି ଗୋଟି ମୋଟରସାଇକଲ , ଏବଂ ତିନିଗୋଟି ସାଇକଲ ଜବତ । ପ୍ରାକ୍ତ ସୂଚନା ମତେ ଖଡ଼ିଆଳ ଥାନା ଅନ୍ତର୍ଗତ ଢଙ୍କସର ଗାଁର ପର୍ଶୁରାମ ବିଭାର ଦୀର୍ଘ ଦିନରୁ ମୋଟରସାଇକଲ , ସାଇକଲ ଚୋରି କରି ଆସୁଥିଲା । ଜନଗହଳି ସ୍ଥାନ , ବ୍ୟାଙ୍କ, ଡାକ୍ତରଖାନା , ହାଟ ବଜାର ଉପରେ ଦୃଷ୍ଟି ରଖି କଳାକନା ବୁଲାଇ ଆଖି ପିତୁଳାକେ ଚୋରି କରୁଥିଲା। ଆଜି ସକାଳେ ମୋଟରସାଇକଲ ଚୋରିକରି ଖଡ଼ିଆଳ ନିକଟସ୍ଥ ଦୋହେଲପଡ଼ା ଗାଁ ନିକଟରେ ଜଣକୁ ଚୋରି ମୋଟରସାଇକ ବିକ୍ରି କରୁଥିଲା । ଏତିକି ସମୟରେ ଖଡ଼ିଆଳ ପୋଲିସ ଖବର ପାଇ ଅତର୍କିତ ଚଢ଼ାଉ କରି ଚୋର ପର୍ଶୁରାମ ବିଭାର କୁ ଗିରଫ କରିବା ସହ ତାପାଖରୁ 3ଗୋଟି ମୋଟରସାଇକଲ ଏବଂ 3ଗୋଟି ସାଇକଲ ଜବତ କରିଛି । ଏବଂ ଆଜି ହିଁ ଅଭିଯୁକ୍ତ ପର୍ଶୁରାମ ବିଭାର କୁ କୋର୍ଟ ଫୋରୁଆଡ଼ କରାଯାଇଛି ।Body:ସConclusion:ସସ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.