ETV Bharat / state

ଅନାହାରରେ ଭିନ୍ନକ୍ଷମଙ୍କ ମୃତ୍ୟୁ ଅଭିଯୋଗ

ନୂଆପଡ଼ା ଜିଲ୍ଲାରୁ ଆସିଛି ଅନାହାର ମୃତ୍ୟୁ ଅଭିଯୋଗ । 4 ଦିନ ଖାଇବା ନ ପାଇ ଜଣେ ଭିନ୍ନକ୍ଷମଙ୍କ ମୃତ୍ୟୁ ହୋଇଛି ।

author img

By

Published : Jul 9, 2019, 1:19 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡ଼ା

ନୂଆପଡ଼ା: ଜିଲ୍ଲା ବୋଡ଼େନ ବ୍ଲକ ସର୍ଗିମୁଣ୍ଡା ଗାଁରେ ଅନାହାର ମୃତ୍ୟୁ ଅଭିଯୋଗ । ଖାଇବାକୁ ନ ପାଇ ଭିନ୍ନକ୍ଷମ ଗୌତମ ବେହେରାଙ୍କ ମୃତ୍ୟୁ ହୋଇଛି। 4 ଦିନ ଧରି ଗୌତମ ଖାଇବାକୁ ପାଇନଥିବା କହିଛନ୍ତି ତାଙ୍କ ଭଉଣୀ ।

ଭିଡ଼ିଓ ସୌଜନ୍ୟ: ପ୍ରତିନିଧି, ନୂଆପଡ଼ା

ଗତକାଲି ବିଳମ୍ବିତ ରାତିରେ ଗୌତମଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜିକୁ ଦୀର୍ଘ ବର୍ଷ ହେବେ ଟ୍ରାଏ ସାଇକେଲରେ ଭିକ୍ଷାବୃତ୍ତି କରୁ ପେଟ ପୋଷୁଥିଲେ ଗୌତମ। କିନ୍ତୁ କିଛି ଦିନ ଧରି ତାଙ୍କର ସ୍ବାସ୍ଥ୍ୟବସ୍ଥା ଠିକ ନଥିବାରୁ ସେ ଆଉ ଭିକ୍ଷା ମାଗି ଯାଇପାରିନଥିଲେ । ଫଳରେ ଭାଇ ଭଉଣୀ ଖାଇବାକୁ ପାଇନଥିବା ବେଳେ ଗୌତମଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଥିଲା ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:ନୂଆପଡା ଜ଼ୀଲ୍ଲା ବୋଡେ଼ନ ବ୍ଲକ ସର୍ଗିମୁଣ୍ଡା ଗାଁରେ ଅନାହାର ମୃତ୍ୟୁ ଅଭିଯୋଗ । ସର୍ଗିମୁଣ୍ଡା ଗାଁର ଭିନ୍ନକ୍ଷମ ଗୌତମ ବେହେରା ନାମକ ଯୁବକ ଚାରିଦିନ ଖାଇବାକୁ ନ ପାଇ ଆଜି ରାତ୍ରି ରେ ମୃତ୍ୟୁ ବରଣ କରିଥିବା ମୃତ ଭିନ୍ନକ୍ଷମ ର ଭଉଣୀ ଅଭିଯୋଗ ଆଣିଛନ୍ତି । ସୂଚନା ମତେ ଭିନ୍ନକ୍ଷମ ଗୌତମ ବେହେରା ଏବଂ ଭିନ୍ନକ୍ଷମ ଭଉଣୀ ଦେବନ୍ତି ବେହେରା ଆଜକୁ ଦୀର୍ଘ ବର୍ଷ ହେଲା ଟ୍ରାଏ ସାଇକଲ ରେ ଭୀକ୍ଷା ବୃତ୍ତି କରି ଦୁଃଖକଷ୍ଟ ରେ ଚଳୁ ଥିଲେ । କିଛି ଦିନ ହେଲା ଭିନ୍ନକ୍ଷମ ଗୌତମ ର ସ୍ବାସ୍ଥ୍ୟ ଅବସ୍ଥା ଠିକ ନଥିଲା ଯାହାଫଳରେ ଭିକ୍ଷା ମାଗି ଯାଇ ପାରିଲା ନାହିଁ । ଫଳରେ ଭାଇ ଭଉଣୀ ଖାଇବାକୁ ପାଇନଥିଲେ । ଖାଇବାକୁ ନପାଇ ଗୌତମ ଦିନକୁ ଦିନ ଶୋଚନୀୟ ହୋଇ ପଦିଥିଲେ । 4 ଦିନହେଲା ଚୁଲୁରେ ନିଆଁ ଲାଗିନାହିଁ । ଖାଇବାକୁ ନପାଇ ଭିନ୍ନକ୍ଷମ ଗୌତମ ଆଜି ସବୁଦିନପାଇଁ ଆର ପାରିକୁ ଚାଲି ଯାଇଛି ବୋଲି ମୃତ ଗୌତମ ର ଭିନ୍ନକ୍ଷମ ଭଉଣୀ ଦେବନ୍ତି ଅଭିଯୋଗ ଆଣିଛନ୍ତି ।
ବାଇଟ-୧-ଦେବନ୍ତି ବେହେରା (ମୃତକଙ୍କ ଭଉଣୀ)
ବାଇଟ-୨-ଗୋକୁଳ ବେହେରା(ମୃତକଙ୍କ ସମ୍ପର୍କୀୟ)Body:ଅନାହାର ମୃତ୍ୟୁ ଅଭିଯୋଗ ।Conclusion:ନୂଆପଡା
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.