ETV Bharat / state

ନୟାଗଡ଼ରେ ଆରମ୍ଭ ହେଲା 18 ରୁ 44 ବର୍ଷ ବୟସ୍କଙ୍କ ଟୀକାକରଣ - nayagargh district covid update

ନୟାଗଡରେ ଆଜିଠାରୁ ଆରମ୍ଭ ହୋଇଛି ଟୀକାକରଣ ପ୍ରକ୍ରିୟା । 18ରୁ 44 ବର୍ଷ ବୟସ୍କ ନେଉଛନ୍ତି ଟିକା । ଅଧିକ ପଢନ୍ତୁ..

ନୟାଗଡ଼ ସହରରେ ଆରମ୍ଭ ହେଲା 18ରୁ 44 ବର୍ଷ ବୟସ୍କଙ୍କ ଟୀକାକରଣ
ନୟାଗଡ଼ ସହରରେ ଆରମ୍ଭ ହେଲା 18ରୁ 44 ବର୍ଷ ନୟାଗଡ଼ ସହରରେ ଆରମ୍ଭ ହେଲା 18ରୁ 44 ବର୍ଷ ବୟସ୍କଙ୍କ ଟୀକାକରଣଟୀକାକରଣ
author img

By

Published : Jun 7, 2021, 7:46 PM IST

ନୟାଗଡ: ସହରରେ ଆଜିଠାରୁ 18ରୁ 44 ବର୍ଷ ବୟସ୍କଙ୍କ କୋଭିଡ ଟୀକାକରଣ ଆରମ୍ଭ ହୋଇଛି । ସହରର ପୌରପରିଷଦ ମଧ୍ୟରେ ବସବାସ କରୁଥିବା ହିତାଧିକାରୀଙ୍କୁ ପ୍ରଥମ ଡୋଜ ଟିକା ଦିଆଯାଉଛି । ଟିକା ନେବାପାଇଁ ଅନଲାଇନରେ ନିଜର ନାମ ପଞ୍ଜିକରଣ କରିବା ସହ ସ୍ଲଟ ବୁକିଂ ବାଧ୍ୟତାମୂଳକ କରାଯାଇଛି।

ନୟାଗଡ଼ ସହରରେ ଆରମ୍ଭ ହେଲା 18ରୁ 44 ବର୍ଷ ବୟସ୍କଙ୍କ ଟୀକାକରଣ

ପ୍ରାଥମିକ ପର୍ୟ୍ୟାୟରେ ଏହା ନୟାଗଡ଼ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟଠାରେ ପ୍ରସ୍ତୁତ ହୋଇଥିବା କେନ୍ଦ୍ରରେ ଟିକା ପ୍ରଦାନ କରାଯାଉଛି । ଆଜି ସକାଳ ୯ ଟାରୁ ଟୀକାକରଣ କାଯ୍ୟକ୍ରମ ଆରମ୍ଭ ହୋଇଥିଲା। ବିଶେଷ କରି ଯୁବବର୍ଗଙ୍କ ଭିତରେ ଟୀକାକରଣ ଆରମ୍ଭ କରାଯାଇଥିବାରୁ ଟିକା ନେଉଥିବା ଯୁବକ ଯୁବତୀମାନେ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା । ତେବେ ପ୍ରଥମ ଦିନରେ ଅନଲାଇନରେ 200 ଜଣଙ୍କ ସ୍ଲଟ ବୁକିଂ କରାଯାଇ ଟୀକାକରଣ କରାଯାଉଥିବା ସୁଚନା ଦେଇଛନ୍ତି କୋଭିଡ ନୋଡାଲ ଅଫିସର ତଥା ବନଖଣ୍ଡ ଅଧିକାରୀ ଏଚଡି ଧନରାଜ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.