ETV Bharat / state

3 ସାଇବର ଠକଙ୍କୁ ବାନ୍ଧିଲା ପୋଲିସ, ଲକ୍ଷାଧିକ ଟଙ୍କା ଜବତ - ନୟାଗଡ଼ ଟାଉନ ଥାନା ପୋଲିସ

3 ସାଇବର ଠକଙ୍କୁ ବାନ୍ଧିଲା ନୟାଗଡ଼ ଟାଉନ ଥାନା ପୋଲିସ । ଜବତ କଲା ଲକ୍ଷାଧିକ ଟଙ୍କା । ଏହାସହ ଏହି ସମସ୍ତ ୩ଜଣ ସାଇବର ଲୁଟେରାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ଅଧିକ ପଢନ୍ତୁ

3 ସାଇବର ଠକଙ୍କୁ ବାନ୍ଧିଲା ପୋଲିସ, ଜବତ କଲା ଲକ୍ଷାଧିକ ଟଙ୍କା

author img

By

Published : Nov 26, 2022, 10:03 PM IST

ନୟାଗଡ଼ : 3 ସାଇବର ଠକଙ୍କୁ ବାନ୍ଧିଲା ନୟାଗଡ଼ ଟାଉନ ଥାନା ପୋଲିସ। ଜବତ କଲା ଲକ୍ଷାଧିକ ଟଙ୍କା। ଏହାସହ ଏହି ସମସ୍ତ ୩ଜଣ ସାଇବର ଲୁଟେରାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ। ଗିରଫ ଲୁଟେରାମାନେ ହେଲେ ନୟାଗଡ଼ ପୁରୁଣା ସହର ରଥଗଡ଼ା ସାହିର ସାଗର ଓରଫ ସିଦ୍ଧାର୍ଥ ପାଣିଗ୍ରାହୀ (୨୪), ନବଘନପୁର ଗ୍ରାମର ସିଲୁ ଓରଫ ଆଶୁତୋଷ କର(୨୨), ନୟାଗଡ଼ ପୁରୁଣାସହର ମଙ୍ଗଳାସାହିର ସିଦ୍ଧୁ ଓରଫ ମନୋରଞ୍ଜନ ଦାସ (୨୮)।

ଏହାମଧ୍ୟ ପଢ଼ନ୍ତୁ. ରାଜଧାନୀରେ ମାତିଲେ ସାଇବର ଠକ, ୨୫ ଦିନରେ ଲୁଟିଲେ ୫୦ ଲକ୍ଷ

ସେମାନଙ୍କ ଠାରୁ ପୋଲିସ ୧ଲକ୍ଷ ୬୫ହଜାର ଟଙ୍କା ସହ ୫ଟି ମୋବାଇଲ ଜବତ କରାଯାଇଛି । ଏନେଇ ପୋଲିସ ବିଭିନ୍ନ ଦଫା ଲଗାଇ ସମସ୍ତ ସାଇବର ଠକଙ୍କୁ ଗିରଫ କରିବାସହ କୋର୍ଟଚାଲାଣ କରାଯାଇଥିବା ଟାଉନ ଥାନା ଅଧିକାରିଣୀ ପ୍ରଜ୍ଞାପରମିତା ଜେନା ସୂଚନା ଦେଇଛନ୍ତି। ଅନଲାଇନରେ କିଭଳି ଠକେଇ କରାଯିଵ ଏ ନେଇ ଏମାନେ ବହୁ ସମୟରେ ଉଦ୍ୟମ କରିଛନ୍ତି।

ଏପରିକି ସଫଳ ହୋଇଛନ୍ତି । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଟାଉନ ଥାନା ପୋଲିସ ଚ୍ୟଲେଞ୍ଜ ସହ ସାଇବର ଠକ ମାନଙ୍କୁ ଗିରଫ କରିବାକୁ ଚେଷ୍ଟା ଚଳାଇଥିଲା। ପରେ ସେଥିରେ ସଫଳ ହୋଇଛି ପୋଲିସ । ତେବେ ଲୋକମାନେ ଅନଲାଇନରେ ଟଙ୍କା ପ୍ରେରଣ କଲାବେଳେ ସତର୍କତା ଅବଲମ୍ବନ କରିବାକୁ ପୋଲିସ ପରାମର୍ଶ ଦେଇଛି।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.