ETV Bharat / state

ମହାମାରୀ ସଚେତନତା ସହ ଶୁଖିଲା ଖାଦ୍ୟ ବଣ୍ଟନ କଲେ ଯୁବଗୋଷ୍ଠୀ - Youth group

ମହାମାରୀ କୋରୋନାରୁ କିଭଳି ନିଜକୁ ସୁରକ୍ଷିତ ରହୁବା ସହ ଅନ୍ୟକୁ ସୁରକ୍ଷିତ ରଖି ପାରିବା ସେନେଇ ରଣପୁର ଯୁବଶକ୍ତି ସଂଗଠନର ଯୁବ ସଦସ୍ୟଙ୍କ ପକ୍ଷରୁ ଏକ ଅଭିନବ ପ୍ରୟାସ । ଅଧିକ ପଢନ୍ତୁ...

ମହାମାରୀ ସଚେତନତା ସହ ଶୁଖିଲା ଖାଦ୍ୟ ବଣ୍ଟନ କଲେ ଯୁବଗୋଷ୍ଠୀ

author img

By

Published : May 29, 2021, 9:48 PM IST

ନୟାଗଡ଼: ମହାମାରୀ ସମୟରେ ବାହାରକୁ ବାହାରି ଲୋକଙ୍କୁ ସଚେତନତା ଏବଂ ଶୁଖିଲା ଖାଦ୍ୟ ବଣ୍ଟନ କଲେ ଯୁବ ଗୋଷ୍ଠୀ । ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକର ବନ୍ଧମୁଣ୍ଡା ଗ୍ରାମ ପଞ୍ଚାୟତ ଦୁର୍ଗମ ମାଳ ଅଞ୍ଚଳ ହୋଇଥିବାରୁ ଏବେବି ଲୋକମାନେ କରୋନା ସମ୍ପର୍କରେ ଅବଗତ ନାହାଁନ୍ତି । ଅନେକ କୋରୋନାର ଭୟାଭହତାକୁ ବୁଝୁ ନାହାଁନ୍ତି । ସେମାନଙ୍କୁ କୋରୋନା ସମ୍ପର୍କରେ ସଚେତନ କରିବା ପାଇଁ ଆଗେଇ ଆସିଛନ୍ତି ରଣପୁର ଯୁବଶକ୍ତି ସଂଗଠନର ଯୁବ ସଦସ୍ୟମାନେ ।

ମହାମାରୀ ସଚେତନତା ସହ ଶୁଖିଲା ଖାଦ୍ୟ ବଣ୍ଟନ କଲେ ଯୁବଗୋଷ୍ଠୀ

ଯୁବଶକ୍ତି ସଂଗଠନ ତରଫରୁ ଲୋକମାନଙ୍କୁ ମାସ୍କ, ସାନିଟାଇଜର, ସାବୁନ ଇତ୍ୟାଦି ବଣ୍ଟନ କରିବା ସହ କୋରୋନା ଦାଉରୁ କିପରି ରକ୍ଷା ପାଇବା ସେ ସମ୍ପର୍କରେ ସଚେତନ କରାଇଛନ୍ତି । ଏବଂ ଗତ ଦୁଇଦିନ ତଳେ ଚାଲିଯାଇଥିବା ୟସ ବାତ୍ୟାରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ଶୁଖିଲା ଖାଦ୍ୟ ଯେପରିକି ଚୁଡା, ଗୁଡ଼, କଦଳୀ, ବିସ୍କୁଟ ଆଦି ପ୍ରଦାନ କରିଛନ୍ତି l

ଏହି କାର୍ଯ୍ୟକ୍ରମରେ ସଂଗଠନର ସଭାପତି ବିଦ୍ୟାଧର ଗୁରୁ, ସଂଗଠନର ପ୍ରତିଷ୍ଠାତା ଦୀପକ ଜେନା, ସତ୍ୟ ସାହିଲ ମହାପାତ୍ର, ସତ୍ୟ ରଣା ପ୍ରମୁଖ ଯୁବକମାନେ ଯୋଗ ଦେଇଥିଲେ l ଯୁବଶକ୍ତି ସଂଗଠନର ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.