ETV Bharat / state

ରଣପୁର ତହସିଲଦାରଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ଗୁରୁତର

author img

By

Published : Nov 27, 2022, 4:39 PM IST

ରଣପୁର ତହସିଲଦାରଙ୍କର ଗାଡି ଦୁର୍ଘଟଣାଗ୍ରସ୍ତ । ଏନେଇ ଡ୍ରାଇଭର ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ରଣପୁର ତହସିଲଦାରଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ଗୁରୁତର
ରଣପୁର ତହସିଲଦାରଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ଗୁରୁତର

ନୟାଗଡ: ରଣପୁର ତହସିଲଦାରଙ୍କର ଗାଡି ଦୁର୍ଘଟଣାଗ୍ରସ୍ତ । ରଣପୁର ବ୍ଲକ କେରେଣ୍ଡା ଟାଙ୍ଗୀ ଠାରେ ଭାରସାମ୍ୟ ହରାଇ ଏକ ଇଲେକ୍ଟ୍ରି ପୋଲରେ ଧକା ହୋଇଛି ତହସିଲଦାରଙ୍କ ଗାଡି । ଗତକାଲି ରାତିରେ ଘଟିଛି ଏହି ଦୁର୍ଘଟଣା । ତେବେ ଡ୍ରାଇଭର ଗୁରୁତର ଭାବରେ ଆହାତ ହୋଇଥିବାରୁ ତାଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ଗାଡିରେ ଉପସ୍ଥିତ ନ ଥିଲେ ତହସିଲଦାର । କିନ୍ତୁ ତାଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ନେଇ ସନ୍ଦେହ ପ୍ରକାଶ ପାଇଥିବାବେଳେ ବାସ୍ତବରେ ଏହା ଦୁର୍ଘଟଣା କି ଅନ୍ୟ କିଛି ତାହା ସନ୍ଦେହ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.