ETV Bharat / state

ପରୀ ହତ୍ୟା ମାମଲା: ନୟାଗଡରେ ବିଜେପିର ବିକ୍ଷୋଭ

ପରୀ ହତ୍ୟାକାଣ୍ଡର ନ୍ୟାୟଦାବି କରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଜେପିର ଗଣଧାରଣା । ଅଧିକ ପଢନ୍ତୁ...

ପରୀ ହତ୍ୟା ମାମଲା: ନୟାଗଡରେ ବିଜେପିର ବିକ୍ଷୋଭ
ପରୀ ହତ୍ୟା ମାମଲା: ନୟାଗଡରେ ବିଜେପିର ବିକ୍ଷୋଭ
author img

By

Published : Dec 6, 2020, 9:19 PM IST

Updated : Dec 6, 2020, 9:44 PM IST

ନୟାଗଡ଼: ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ନ୍ୟାୟ ପାଇଁ ଅଡିବସିଛି ବିଜେପି । ବିଜେପି ବିଧାନସଭା ଠାରୁ ଆରମ୍ଭ କରି ରାଜରାସ୍ତା ସବୁଠି ଧାରଣାରେ ବସୁଛି । ଯେପର୍ଯ୍ୟନ୍ତ ପରୀକୁ ନ୍ୟାୟ ନ ମିଳିଛି, ପରୀ ହତ୍ୟାକାରୀକୁ ଗିରଫ କରାଯାଇନାହିଁ ଏବଂ ମାମଲାରେ ସମ୍ପୃକ୍ତ ମନ୍ତ୍ରୀ ଇସ୍ତଫା ଦେଇନାହାନ୍ତି ସେପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

ପରୀ ହତ୍ୟା ମାମଲା: ନୟାଗଡରେ ବିଜେପିର ବିକ୍ଷୋଭ

ସୂଚନା ଅନୁଯାୟୀ ପରୀ ହତ୍ୟା ମାମଲାର ନ୍ୟାୟ ଦାବିରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଛି ବିଜେପି l ଦଳର ବହୁ କର୍ମୀ ଶନିବାରରୁ ଗତ 2 ଦିନ ହେବ ଧାରଣାରେ ବସିଛନ୍ତି । ତେବେ ଏହି ଧାରଣା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ ବୋଲି ବିଜେପି ଆନ୍ଦୋଳନକାରୀଙ୍କ ପକ୍ଷରୁ କୁହାଯାଇଛି l ପରୀ ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛନ୍ତି ଆନ୍ଦୋଳନକାରୀ l ଦାବି ପୂରଣ ନହେଲା ପର୍ଯ୍ୟନ୍ତ ଏହି ଗଣଧାରଣା ଜାରି ରହିବ ବୋଲି ସୂଚନା ମିଳିଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Dec 6, 2020, 9:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.