ETV Bharat / state

ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୫ ଜୁଆଡି ଗିରଫ

author img

By

Published : Nov 16, 2021, 12:10 PM IST

ଇଟାମାଟି ସୁନାଲଟି ରାସ୍ତାରେ ଜୁଆ ଖେଳ ଚାଲିଥିବାବେଳେ ମାଡିବସିଲା ପୋଲିସ । ୫ ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୫ ଜୁଆଡିଆ ଗିରଫ

ନୟାଗଡ଼ : ଚାଲିଥିଲା ଜୁଆ ଖେଳ, ହଠାତ ମାଡିବସିଲା ପୋଲିସ । ୫ ଜୁଆଡି ଗିରଫ । ଜିଲ୍ଲାର ଇଟାମାଟି ସୁନାଲଟି ରାସ୍ତାରେ ଜୁଆ ଆଡ୍ଡା ଜମୁଥିବାବେଳେ ଏନେଇ ଏକ ବିଶେଷସୁତ୍ରରୁ ପୋଲିସ ଖବର ପାଇଥିଲା । ତେବେ ଏନେଇ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଏହି ଆଡ୍ଡା ଉପରେ ଚଢାଉ କରି ୫ଜଣଙ୍କୁ ଗିରଫ କରିଛି ।

ତେବେ ସେମାନଙ୍କ ନିକଟରୁ ପୋଲିସ ଜୁଆ ଖେଳରେ ବ୍ୟବହୃତ ପଲିଥିନି ଜରି, ଗୋଟି ଓ ପାଲି ସହ 900ଟଙ୍କା ଜବତ କରିଛି । ୫ ଅଭିଯୁକ୍ତ ନିକଟସ୍ଥ କୃଷ୍ଣପ୍ରସାଦ ଗ୍ରାମର ବୋଲି ଜଣାପଡ଼ିଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରିଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.