ନୟାଗଡ଼: ପରୀ ଅପହରଣ ଓ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ନାବାଳକ ବୋଲି ନୟାଗଡ଼ ପୋକ୍ସୋ କୋର୍ଟ କହିବା ପରେ ନୟାଗଡ଼ ସ୍ଥିତ ଜୁଭେନାଇଲ ଜଷ୍ଟିସ ବୋର୍ଡ କେସ ସ୍ଥାନାନ୍ତର ହୋଇଥିଲା l ତେବେ ଅଭିଯୁକ୍ତକୁ କୋର୍ଟ ନାବାଳକ କହିବା ପୂର୍ବରୁ ତାହାର ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଆବେଦନ କରିଥିଲା ଏସଆଇଟି l ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଆଜି ଏହାର ଶୁଣାଣି ହେବ l ଅଭିଯୁକ୍ତର ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଏବେ ସେ ଅନୁଗୋଳ ସୁଧାର ଗୃହରେ ଅଛି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ