ETV Bharat / state

ସରୋଜ ଗିରଫ ଘଟଣା: ସମାଲୋଚନା କଲେ ବିଜେପି ନେତ୍ରୀ ଇରାନୀ ରାୟ

author img

By

Published : Dec 22, 2020, 9:19 PM IST

ଯଦୁପୁର ଗ୍ରାମର ନାବାଳିକା ଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ସରୋଜର ଗରିଫକୁ ନେଇ ନୟାଗଡରେ ବିଜେପି ନେତ୍ରୀ ଇରାନୀ ରାୟ ଏସଆଟି ମୁଖ୍ୟ ଅରୁଣ ବୋଥ୍ରା ଓ ମନ୍ତ୍ରୀ ଅରୁଣ ସାହୁଙ୍କୁ ଉପରେ ଜୋରଦାର ବର୍ଷିଛନ୍ତି । ଏହା ପୂର୍ବରୁ ସୁପରିକଳ୍ପିତ ସ୍କ୍ରୀପ୍ଟ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ...

pari death case bjp leader irani ray reaction over sit pressmeet
ସରୋଜ ଗିରଫ ଘଟଣା :ସମାଲୋଚନା କଲେ ବିଜେପି ନେତ୍ରୀ ଇରାନୀ ରାୟ

ନୟାଗଡ଼: ଯଦୁପୁର ଗ୍ରାମର ନାବାଳିକା ଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ସରୋଜ ଗିରଫକୁ ନେଇ ଧୀରେ ଧୀରେ ମିଶ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି l ସରୋଜ ଗିରଫଦାରୀକୁ ବିଜେପି ଦୃଢ଼ ଭାବେ ବିରୋଧ କରିଛି l ଏହି ଗିରଫକୁ ନେଇ ସମାଲୋଚନା କରିଛନ୍ତି ବିଜେପି ନେତ୍ରୀ ଇରାନୀ ରାୟ ।

ସାରା ରାଜ୍ୟରେ ଚର୍ଚ୍ଚିତ ହୋଇଥିବା ନୟାଗଡ ନାବାଳିକା ଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ଘଟଣାର ତଦନ୍ତ କରୁଥିବା SIT ଟିମ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ବିଜେପି ନେତ୍ରୀ ଇରାନୀ ରାୟ l

"ମୁଁ କଣ ଗପ ଶୁଣିବାକୁ 17 ଦିନ ହେଲା ଧୂଳି ଖାଇ ଧାରଣାରେ ବସିଛି ? ମୁଁ ଜାଣିଥିଲି ଏହା ହେଵ ବୋଲି l ମନ୍ତ୍ରୀ ଅରୁଣ ସାହୁ ଯେମିତି ଲେଖା ଧରି ସମସ୍ତଙ୍କୁ କହିଲେ ଠିକ ସେମିତି ଏ କରିବେ ବୋଲି ମୁଁ ଜାଣିଛି l ସିବିଆଇ ତଦନ୍ତ ପାଇଁ ମୁଁ ଅଟଳ l ମୁଁ ହାଇକୋର୍ଟ ଯିବି ନଚେତ ସୁପ୍ରିମକୋର୍ଟ ଯିବି ବୋଲି କହିଛନ୍ତି ଇରାନୀ ରାୟ l

ବିଜେପି ପକ୍ଷରୁ ନୟାଗଡ଼ରେ ଚାଲିଥିବା ଗଣଧାରଣାର ଇରାନୀ ନେତୃତ୍ବ ନେଉଛନ୍ତି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.