ETV Bharat / state

ଓଡ଼ିଶା ସାମ୍ବାଦିକ ସଂଘ ନୟାଗଡ଼ ଜିଲ୍ଲା ଶାଖାର ସମ୍ମିଳନୀ - ଓଡ଼ିଶା ସମ୍ବାଦିକ ସଂଘ ଖବର

ନୟାଗଡ଼ ଜିଲ୍ଲାରେ ଓଡ଼ିଶା ସମ୍ବାଦିକ ସଂଘ ର ନୟାଗଡ଼ ଜିଲ୍ଲା ଶାଖାର ଦ୍ବିତୀୟ ବାର୍ଷିକ ସମ୍ମଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସମ୍ବାଦିକମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ । ଅଧିକ ପଢନ୍ତୁ...

ଓଡ଼ିଶା ସମ୍ବାଦିକ ସଂଘ ନୟାଗଡ଼ ଜିଲ୍ଲା ଶାଖାର ସମ୍ମିଳନୀ

author img

By

Published : Oct 5, 2020, 5:58 PM IST

ନୟାଗଡ଼: ଜିଲ୍ଲାରେ ଓଡ଼ିଶା ସମ୍ବାଦିକ ସଂଘର ବୈଠକ । ଜିଲ୍ଲାର ପ୍ରସିଦ୍ଧ ଶରଣକୁଳ ପାନ୍ଥ ନିବାସଠାରେ ଓଡ଼ିଶା ସମ୍ବାଦିକ ସଂଘର ନୟାଗଡ଼ ଜିଲ୍ଲା ଶାଖାର ଦ୍ବିତୀୟ ବାର୍ଷିକ ସମ୍ମଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସମ୍ବାଦିକମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ ।

ଓଡ଼ିଶା ସମ୍ବାଦିକ ସଂଘ ନୟାଗଡ଼ ଜିଲ୍ଲା ଶାଖାର ସମ୍ମିଳନୀ

ନୟାଗଡ଼ ଜିଲ୍ଲାଶାଖା ସଭାପତି ଗୋକୁଳ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସଂପାଦକ ଦିଲ୍ଲୀପ କୁମାର ମିଶ୍ର ସଂଘର ଆଭିମୁଖ୍ୟ ଏବଂ ଭବିଷ୍ୟତ କାର୍ଯ୍ୟକ୍ରମ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ସଂଘରେ ଏକତା ରକ୍ଷା କରିବା ଦିଗରେ ମଧ୍ୟ ଗୁରୁତ୍ବାରୋପ କରିଥିଲେ l ସଂଘର ପ୍ରତ୍ୟେକ ସଭ୍ୟ ଓଡ଼ିଶା ସମ୍ବାଦିକ ସଂଘର କାର୍ଯକାରିତା ଏବଂ ନୀତିନିୟମ ମାନି କାର୍ଯ୍ୟ କରିବା ପାଇଁ ସମସ୍ତ ସଭ୍ୟ ପ୍ରତିଶୃତି ପ୍ରଦାନ କରିଥିଲେ । ଓଡ଼ିଶା ସମ୍ବାଦିକ ସଂଘର ପ୍ରତିଷ୍ଠାତା ତଥା ରାଜ୍ୟ ସଭାପତି ସ୍ବଗର୍ତ ପ୍ରଭାତ କୁମାର ଦାଶ ସଂଘକୁ କିପରି ଭାବରେ ସାହାଯ୍ୟ କରିଥିଲେ ଏବଂ ସଂଘ ପ୍ରତି ତାଙ୍କର କିଭଳି ଆନୁଗତ୍ୟ ରହିଥିଲା ସେ ସଂପର୍କରେ ସଂପାଦକ ବିଷଦ ଭାବରେ ବୁଝାଇଥିଲେ ।

ନୟାଗଡରୁ ଜୟେନ୍ଦ୍ର ବେହେରା ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.