ETV Bharat / state

ପାଣି ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ଶରଣକୁଳ ଗ୍ରାମବାସୀ

ନୟାଗଡ଼ ଜିଲ୍ଲା ଶରଣକୁଳ ନରେନ୍ଦ୍ରପୁର ଛକଠାରେ ଭଞ୍ଜନଗର-ନୟାଗଡ଼ ରାସ୍ତାକୁ ଅବରୋଧ କରିଛନ୍ତି ଶତାଧିକ ଗ୍ରାମବାସୀ । ଦୀର୍ଘଦିନ ଧରି ଲାଗି ରହିଥିବା ଅବ୍ୟବସ୍ଥା ଓ ପାନୀୟ ଜଳ ସମସ୍ୟାର ଶୀଘ୍ର ସମାଧାନ ଦାବିରେ ରାସ୍ତାରୋକ କଲେ ଲୋକେ । ଅଧିକ ପଢନ୍ତୁ

ପାଣି ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ଶରଣକୁଳ ଗ୍ରାମବାସୀ
ପାଣି ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ଶରଣକୁଳ ଗ୍ରାମବାସୀ
author img

By

Published : Dec 20, 2021, 2:27 PM IST

Updated : Dec 20, 2021, 2:40 PM IST

ନୟାଗଡ଼: ପାଣି ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ଲୋକେ । ପଞ୍ଚାୟତରେ ଦୀର୍ଘଦିନ ଧରି ଲାଗି ରହିଥିବା ଅବ୍ୟବସ୍ଥା ଓ ପାନୀୟ ଜଳ ସମସ୍ୟାର ଶୀଘ୍ର ସମାଧାନ ଦାବିରେ ରାସ୍ତାରୋକ କଲେ ଗ୍ରାମବାସୀ । ନୟାଗଡ଼ ଜିଲ୍ଲା ଶରଣକୁଳ ନରେନ୍ଦ୍ରପୁର ଛକଠାରେ ଭଞ୍ଜନଗର -ନୟାଗଡ଼ ରାସ୍ତାକୁ ଅବରୋଧ କରିଛନ୍ତି ଶତାଧିକ ଗ୍ରାମବାସୀ ।

ପାଣି ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ଶରଣକୁଳ ଗ୍ରାମବାସୀ

ଦୀର୍ଘ ଏକଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ରାସ୍ତାରୋକ ଜାରି ରହିଛି l ଫଳରେ ପଞ୍ଚାୟତରେ ଚାପା ଉତ୍ତେଜନା ଲାଗିରହିବା ଶହ ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି l ସୂଚନାପାଇ ଘଟଣାସ୍ଥଳରେ ସ୍ଥାନୀୟ ଶରଣକୁଳ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Dec 20, 2021, 2:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.