ETV Bharat / state

ମଦ କାରଖାନା ଉପରେ ଚଢ଼ାଉ, ବିପୁଳ ପରିମାଣର ମଦ ଜବତ

author img

By

Published : Feb 6, 2022, 7:36 PM IST

Updated : Feb 6, 2022, 7:45 PM IST

ନୟାଗଡ଼ ରଣପୁର ଥାନା ଅଞ୍ଚଳରେ ଏକ ବିଦେଶୀ ମଦ କାରଖାନା ଠାବ କରି ପୋଲିସ ବିପୁଳ ପରିମାଣର ମଦ ଜବତ କରିଛି । ଅଧିକ ପଢନ୍ତୁ

ମଦ କାରଖାନା ଉପରେ ଚଢ଼ାଉ, ବିପୁଳ ପରିମାଣର ମଦ ଜବତ
ମଦ କାରଖାନା ଉପରେ ଚଢ଼ାଉ, ବିପୁଳ ପରିମାଣର ମଦ ଜବତ

ନୟାଗଡ଼: ଜିଲ୍ଲା ରଣପୁର ଥାନା ପିମ୍ପଲ ଗାଁରୁ ନକଲି ବିଦେଶୀ ମଦ ତିଆରି କାରଖାନା ଠାବ କରାଯାଇଛି । ଚଢ଼ାଉ ସମୟରେ ୧୦ ଲକ୍ଷ ମୂଲ୍ୟର ବିଦେଶୀ ମଦ ଜବତ ସହିତ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇବା ପରେ ଅବକାରୀ ଗୁଇନ୍ଦା ବିଭାଗ ଏହି ଚଢାଉ କରିଥିଲା ।

ଚଢ଼ାଉ ସମୟରେ ବିପୁଳ ପରିମାଣର ନକଲି ବିଦେଶୀ ମଦ, ଷ୍ପିରିଟ, ମଦ ଲେବୁଲ ଓ ମଦ ତିଆରି ସରଞ୍ଜାମ ଜବତ ହୋଇଛି । ତେବେ ଜବତ ମଦର ଆନୁମାନିକ ମୂଲ୍ୟ 10 ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ମଦ ତିଆରିରେ ସଂପୃକ୍ତ ଜଣେ ଗିରଫ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଗିରଫ ଜଣଙ୍କ ହେଲେ ପିମ୍ପଲ ଗାଁର ପ୍ରତାପ କୁମାର ସାମନ୍ତରାୟ । ପୂର୍ବ ସୂଚନା ପାଇ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ, ରଣପୁର ପୋଲିସ ଓ ରଣପୁର ଅବକାରୀ ବିଭାଗର ୩ଟି ଟିମ ପିପଲ ଗାଁରେ ଅଚାନକ ଚଢାଉ କରି ଏହି ସଫଳତା ପାଇଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Feb 6, 2022, 7:45 PM IST

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.