ETV Bharat / state

ପଥର ଖଣିରେ ଅଘଟଣ: ପଥରରେ ଚାପି ହୋଇ ଯୁବକଙ୍କ ମୃତ୍ୟୁ

author img

By

Published : Nov 15, 2021, 10:13 PM IST

ନୟାଗଡ଼ ଶରଣକୁଳ ଥାନା ପୁଆଣିଆ ଗାଁ ନିକଟ ପଥର ଖଣିରେ ଅଘଟଣ । କାମ କରୁଥିବା ବେଳେ ପଥରରେ ଚାପିହୋଇ ଯୁବକଙ୍କ ମୃତ୍ୟୁ । କ୍ଷତିପୂରଣ ପ୍ରଦାନ ପାଇଁ ଦାବି କଲେ ପରିବାର ଲୋକେ । ଅଧିକ ପଢନ୍ତୁ

ପଥର ଖଣିରେ ଅଘଟଣ: ପଥରରେ ଚାପି ହୋଇ ଯୁବଙ୍କ ମୃତ୍ୟୁ

ନୟାଗଡ: ପଥର ଖଣିରେ ଅଘଟଣ । କାମ କରୁଥିବା ବେଳେ ପଥରରେ ଚାପିହୋଇ ଯୁବକଙ୍କ ମୃତ୍ୟୁ । କ୍ଷତିପୂରଣ ପ୍ରଦାନ ପାଇଁ ଦାବି କଲେ ପରିବାର ଲୋକେ । ଘଟଣାକୁ ଚପାଇଦେବାକୁ ଖଣିମାଲିକଙ୍କ ଉଦ୍ୟମ । ନୟାଗଡ଼ ଶରଣକୁଳ ଥାନା ପୁଆଣିଆ ଗାଁ ନିକଟ ପଥର ଖଣିରେ ଘଟିଛି ଏପରି ଅଘଟଣ ।

ପଥର ଖଣିରେ ଅଘଟଣ: ପଥରରେ ଚାପି ହୋଇ ଯୁବକଙ୍କ ମୃତ୍ୟୁ

ମୃତ ଯୁବକ ଜଣକ ହେଲେ କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ ନରସିଂହପୁର ଗାଁର ସୁଶାନ୍ତ ଦାସ । ସୁଶାନ୍ତ ପୁଆଣିଆ ପଥର ଖଣିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ହଠାତ ସୁଶାନ୍ତଙ୍କ ଉପରେ ପଥର ଧସିହୋଇ ପଡିଥିଲା । ଗୁରୁତର ଅବସ୍ଥାରେ ସୁଶାନ୍ତଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ପଥରରେ ଚାପି ହୋଇ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବାରୁ କ୍ଷତିପୂରଣ ଦାବି କରିଛନ୍ତି ପରିବାର ଲୋକେ l ତେବେ ଏହି ଖଣିକୁ ସରକାରୀ ସ୍ୱୀକୃତି ମିଳିନଥିବା ବେଳେ କିପରି ଚାଲୁଥିଲା ତାକୁ ନେଇ ଉଠିଛି ପ୍ରଶ୍ନ l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.