ETV Bharat / state

ପରକୀୟା ପ୍ରୀତି ସନ୍ଦେହ: ସ୍ତ୍ରୀର ଜୀବନ ନେଇ ଥାନାରେ ଆତ୍ମସମର୍ପଣ କଲା ସ୍ୱାମୀ

ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀର ଜୀବନ ନେଲା ସ୍ବାମୀ । ନୟାଗଡ଼ ଓଡଗାଁ ଆଦର୍ଶ ଥାନା ଅନ୍ତର୍ଗତ ବାହାଡାଝୋଲା ଫାଣ୍ଡି ଅଞ୍ଚଳର ବେରୁଆଁବାରି ଗାଁରେ ଘଟିଛି ଅଭାବନୀୟ ଘଟଣା । ଅଧିକ ପଢନ୍ତୁ

author img

By

Published : Feb 2, 2022, 10:28 PM IST

ପରକ୍ରିୟା ପ୍ରୀତି ସନ୍ଦେହ: ସ୍ତ୍ରୀର ଜୀବନ ନେଇ ଥାନାରେ ଆତ୍ମସମର୍ପଣ କଲା ସ୍ୱାମୀ

ନୟାଗଡ଼: ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀର ଜୀବନ ନେଲା ସ୍ବାମୀ । ନୟାଗଡ଼ ଓଡଗାଁ ଆଦର୍ଶ ଥାନା ଅନ୍ତର୍ଗତ ବାହାଡାଝୋଲା ଫାଣ୍ଡି ଅଞ୍ଚଳର ବେରୁଆଁବାରି ଗାଁରେ ଘଟିଛି ଅଭାବନୀୟ ଘଟଣା । ବେରୁଆଁବାରି ଗାଁର ଲଳିତ କୁମାର ସାହୁ ନିଜ ସ୍ତ୍ରୀ ମାମାଲି ସାହୁଙ୍କୁ ଅତି ନିର୍ମମ ଭାବେ କବାଟ ଧଡ଼ାରେ ବାଡେଇ ହତ୍ୟା କରିଛି ।

ପାରିପାର୍ଶ୍ଵିକ ସ୍ଥିତିରୁ ପରକୀୟା ପ୍ରୀତି ଯୋଗୁଁ ଏପରି ହତ୍ୟାକାଣ୍ଡ ଘଟିଥିବା ଆଲୋଚନା ହେଉଛି । ଏପଟେ ହତ୍ୟାକାଣ୍ଡ ଘଟଣା ଘଟାଇ ସାରିବା ପରେ ଓଡଗାଁ ଥାନାରେ ଆତ୍ମସମର୍ପଣ କରି ସମ୍ପୂର୍ଣ୍ଣ ଘଟଣା ବିଷୟରେ କହିଛି ଅଭିଯୁକ୍ତ ସ୍ୱାମୀ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.