ETV Bharat / state

କଟକଣାକୁ ଫୁ: ସନ୍ଧ୍ୟା ହେଲେ ରାଜସୁନାଖଳା ବଜାରରେ ଲାଗୁଛି ଅସମ୍ଭାଳ ଭିଡ଼ - ରାଜସୁନାଖଳା ବଜାରରେ କୋରୋନା ନିୟମକୁ ବେଖାତିର

ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରାଜସୁନାଖଳା ବଜାରରେ ସଂନ୍ଧ୍ୟା ସମୟରେ ହେଉଛି ଅସମ୍ଭାଳ ଭିଡ଼ । ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି l ଏଅଧିକ ପଢନ୍ତୁ...

ରାଜସୁନାଖଳା ବଜାରରେ କୋରୋନା ନିୟମକୁ ବେଖାତିର, ସଂନ୍ଧ୍ୟା ସମୟରେ ଅସମ୍ଭାଳ ଭିଡ଼

author img

By

Published : May 1, 2021, 12:28 PM IST

ନୟାଗଡ଼: କୋରୋନାର ଦ୍ବିତୀୟ ଲହର ଏବେ ସମସ୍ତଙ୍କୁ ଆତଙ୍କିତ କରିଥିବା ବେଳେ ଏଥିରୁ ବର୍ତ୍ତିବା ପାଇଁ ସାମାଜିକ ଦୂରତା ଏବଂ ମାସ୍କ ପରିଧାନକୁ ବାଧ୍ୟ ମୂଳକ କରାଯାଇଛି l ଏଥି ସହ ଲକଡ଼ାଉନ ଏବଂ ସଟଡାଉନ ଭଳି ଚରମ ନିଷ୍ପତି ମଧ୍ୟ ଗ୍ରହଣ କରାଯାଇଛି । ହେଲେ କିଛି ଅମାନିଆ ଏହାକୁ ବେଖାତିର କରୁଛନ୍ତି । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଥିଲା ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରାଜସୁନାଖଳା ବଜାରରେ ।

ରାଜସୁନାଖଳା ବଜାରରେ କୋରୋନା ନିୟମକୁ ବେଖାତିର, ସଂନ୍ଧ୍ୟା ସମୟରେ ଅସମ୍ଭାଳ ଭିଡ଼

ସଂନ୍ଧ୍ୟା ସମୟରେ ବଜାରରେ ହେଉଛି ଅସମ୍ଭାଳ ଭିଡ଼ । ଲାଗୁଛି ଯେମିତି କୋରୋନା କଣ ଲୋକେ ଭୁଲି ଯାଇଛନ୍ତି । ବଜାରକୁ ଆସୁଥିବା ଲୋକଙ୍କ ମଧ୍ୟରେ ନା ରହୁଛି ସାମାଜିକ ଦୂରତା ନା ମୁହଁରେ ମାସ୍କ । ଏଠାରେ ପ୍ରଶାସନ ତରଫରୁ କୋଭିଡ଼ ନିୟମ କଡ଼ାକଡ଼ି କରାଯାଇନଥିବାରୁ ଲୋକେ ବେପରୁଆ ଭାବେ ବୁଲୁଛନ୍ତି l ଅମାନିଆ ନିଆଁଙ୍କ ପାଇଁ ସଂକ୍ରମଣ ବୃଦ୍ଧି ଆଶଙ୍କା ପାଇଛି l ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.