ETV Bharat / state

ସରକାରୀ କ୍ୱାର୍ଟରରେ କ୍ଲିନିକ ଚଳାଉଥିଲେ ଶିଶୁରୋଗ ବିଶେଷଜ୍ଞ, ଚଢ଼ାଉ କଲା CDMO

author img

By

Published : Apr 25, 2022, 3:03 PM IST

ରୋଗୀ ପିଛା ୩୦୦ ଟଙ୍କା ଫିସ୍ ନେଇ ସରକାରୀ କ୍ବାର୍ଟରରେ କ୍ଲିନିକ ଚଳାଉଥିଲେ ଶିଶୁରୋଗ ବିଶେଷଜ୍ଞ । ଅଚାନକ ଚଢାଉ କଲା ସିଡିଏମଓ । ଅଧିକ ପଢନ୍ତୁ

ସରକାରୀ କ୍ୱାର୍ଟରରେ କ୍ଲିନିକ ଚଳାଉଥିଲେ ଶିଶୁରୋଗ ବିଶେଷଜ୍ଞ, ଚଢ଼ାଉ କଲା CDMO
ସରକାରୀ କ୍ୱାର୍ଟରରେ କ୍ଲିନିକ ଚଳାଉଥିଲେ ଶିଶୁରୋଗ ବିଶେଷଜ୍ଞ, ଚଢ଼ାଉ କଲା CDMO

ନୟାଗଡ଼: ରୋଗୀ ପିଛା ୩୦୦ ଟଙ୍କା ଫିସ୍ ନେଇ ସରକାରୀ କ୍ବାର୍ଟରରେ କ୍ଲିନିକ ଚଳାଉଥିଲେ ଶିଶୁରୋଗ ବିଶେଷଜ୍ଞ । ଅଚାନକ ଚଢାଉ କଲା ସିଡିଏମଓ । ଏଭଳି ଏକ ଦୁଃସାହାସିକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ।

ସୂଚନାଅନୁସାରେ, ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଆଶିଷ ଦୀକ୍ଷିତଙ୍କ ରୋଗୀ ସେବା ସମୟରେ ଏପରି ଭାବେ ବେପାର ଚଳାଇଥିବାବେଳେ ଆଜି ତାଙ୍କ କ୍ଲିନିକ ଉପରେ ଚଢ଼ାଉ କରିଥିଲେ ସିଡିଏମ୍‌ଓ । ରୋଗୀ ପିଛା ନେଉଥିଲେ ୩ଶହ ଟଙ୍କା । ତେବେ ଏନେଇ ଖବର ପାଇ ନୟାଗଡ଼ ସିଡିଏମଓ ଅଚାନକ ଚଢ଼ାଉ କରିଥିଲେ l ଉକ୍ତ କ୍ଲିନିକରେ କାର୍ଯ୍ୟରତ ଡାକ୍ତରଙ୍କ ୨ ବ୍ୟକ୍ତିଗତ ସହଯୋଗୀଙ୍କୁ ମେଡିକାଲ ଫାଣ୍ଡିରେ ଅଟକ ରଖିଛି ପୋଲିସ । ଏନେଇ ସିଡିଏମଓ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.