ETV Bharat / state

ପହଞ୍ଚିଲା BSF ଯବାନଙ୍କ ପାର୍ଥୀବ ଶରୀର, ଗାଁରେ ଶୋକାକୁଳ ପରିବେଶ - କୁଞ୍ଜବନ ଗାଁରେ ପହଞ୍ଚିଲା ଯବାନ ବୈକୁଣ୍ଠନାଥ ପ୍ରଧାନଙ୍କ ପ୍ରାର୍ଥିବ ଶରୀର

ନୟାଗଡ ଜିଲ୍ଲା ରଣପୁର ବ୍ଲକର କୁଞ୍ଜବନ ଗାଁରେ ପହଞ୍ଚିଲା ଶହୀଦ ଯବାନ ବୈକୁଣ୍ଠନାଥ ପ୍ରଧାନଙ୍କ ପାର୍ଥୀବ ଶରୀର । ଅଧିକ ପଢନ୍ତୁ

ପହଞ୍ଚିଲା BSF ଯବାନଙ୍କ ପ୍ରାର୍ଥିବ ଶରୀର, ଗାଁରେ ଶୋକାକୁଳ ପରିବେଶ

author img

By

Published : Jun 25, 2022, 4:57 PM IST

ନୟାଗଡ଼: ରଣପୁର ବ୍ଲକର କୁଞ୍ଜବନ ଗାଁରେ ପହଞ୍ଚିଲା ଶହୀଦ ଯବାନ ବୈକୁଣ୍ଠନାଥ ପ୍ରଧାନଙ୍କ ପ୍ରାର୍ଥିବ ଶରୀର । ତ୍ରିପୁରା ସୀମାରେ BSF ଯବାନ ଭାବେ କାର୍ଯ୍ୟରତ ଥିବାବେଳେ ବୈକୁଣ୍ଠନାଥଙ୍କ ଗତ 23 ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିଲା । ଆଜି(ଶନିବାର) ସକାଳୁ ତାଙ୍କର ମୃତ ଶରୀର ଗାଁରେ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

ପହଞ୍ଚିଲା BSF ଯବାନଙ୍କ ପ୍ରାର୍ଥିବ ଶରୀର, ଗାଁରେ ଶୋକାକୁଳ ପରିବେଶ

ଗାଁର ଶତାଧିକ ଲୋକଙ୍କ ଉପସ୍ଥିତରେ ତାଙ୍କ ପାର୍ଥୀବ ଶରୀରକୁ ଗ୍ରାମରେ ପରିକ୍ରମା କରାଯିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ପରେ ଗାଁ ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । 1986 ମସିହାରେ ଭାରତୀୟ ସ୍ଥଳସେନାରେ ଯୋଗଦେଇ ଦୀର୍ଘବର୍ଷ ହେବ ଭାରତ ମା’ର ସେବା କରିଆସୁଥିଲେ ।

ଇଟିଭି ଭାରତ, ନୟାଗଡ଼

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.