ETV Bharat / state

ଖାଇବା ନମିଳିବାରୁ ଢାବା ଉପରକୁ ବୋମାମାଡ, ଟଙ୍କା ଲୁଟିଲେ ଦୁର୍ବୃତ୍ତ - NAYAGARH

ଖାଇବା ନମିଳିବାରୁୁ ଢାବା ଉପରକୁ ବୋମାମାଡ । ଆସବାବପତ୍ର ଭାଙ୍ଗିବା ସହ ଟଙ୍କା ଲୁଟିଲେ ଦୁର୍ବୃତ୍ତ । ନୟାଗଡ ଶରଣକୂଳ ମା ଦକ୍ଷିଣକାଳୀ ଢାବାରେ ବୋମାମାଡ କରିଛନ୍ତି ଦୁର୍ବୃତ୍ତ ।

ଫଟୋ ସୌଜନ୍ୟ : ପ୍ରତିନିଧି,ନୟଗଡ
author img

By

Published : Jun 13, 2019, 2:42 PM IST

ନୟାଗଡ : ଶରଣକୂଳ ଥାନା ଗୋଡିପଡାର ଏକ ଢାବା ଉପରେ ବୋମାମାଡ। ବୁଧବାର ବିଳମ୍ବିତ ରାତିରେ ଏକ ବୋଲେରୋରେ ଆସି 7-8 ଜଣ ଦୁର୍ବୃତ୍ତ ଆସି ମା ଦକ୍ଷିଣକାଳୀ ଢାବାରେ ଖାଇବା ମାଗିଥିଲେ । ଏତେ ରାତିରେ ଖାଦ୍ୟ ମିଳିବ ନାହିଁ ବୋଲି କହିବାରୁ ଏଥିରେ ଉତକ୍ଷିପ୍ତ ହୋଇଯାଇଥିଲେ ସମସ୍ତେ ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ନୟଗଡ

ରାଗରେ ଲୁହା ରଡରେ ରୋଷେୟାଙ୍କୁ ମାଡ ମାରିଥିଲେ । ସେ ଆହତ ଅବସ୍ଥାରେ ଜୀବନ ନେଇ ଦୌଡି ପଳାଇଥିଲେ । ଏହାପରେ ଦୁର୍ବୃତ୍ତମାନେ ଢାବା ଭିତରେ ପଶି କ୍ୟାସ ବାକ୍ସ ଭାଙ୍ଗି 8 ହଜାର ଟଙ୍କା ଲୁଟି ନେବାସହ ଟିଭି ଭାଙ୍ଗିଦେଇଥିଲେ ।

ଯିବା ସମୟରେ ଢାବା ଉପରକୁ 2ଟି ବୋମାମାଡ କରିଚାଲିଯାଇଥିଲେ । ଫଳରେ ଢାବା ମାଲିକଙ୍କ ଗୋଟିଏ କାର ଏବଂ ବାଇକ ନଷ୍ଟ ହୋଇଯାଇଛି । ଶରଣକୂଳ ପୋଲିସ ଘଟଣାର ତଦନ୍ତ କରୁଛି । ଘଟଣାସ୍ଥଳରୁ ପୋଲିସ 2ଟି ଅଫୁଟା ବୋମା ମଧ୍ୟ ଜବତ କରିଛି ।

ନୟାଗଡରୁ ଉତ୍ପଳ ସାହୁ,ଇଟିଭି ଭାରତ

Intro:କେନ୍ଦ୍ରାପଡ଼ା ନିକିରାଇ ଥାନା ଅନ୍ତର୍ଗତ ବନ୍ଧସାହି ଗ୍ରାମ ରେ ମାଟି ତଳୁ ମହିଳାଙ୍କ ଶବ ଯବତ୍ ହୋଇଛି | ମୃତ ମହିଳା ବନ୍ଧସାହି ଗ୍ରାମର ପାର୍ବତୀ ମଲିକ | ପାର୍ବତୀ 2009 ମସିହାରେ ଏହି ଗ୍ରାମର ଚିତ୍ରସେନ ମଲିକ ଙ୍କୁ ବିବାହ କରିଥିଲେ | ଉଭୟଙ୍କ ର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛି | ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ବିଭିନ୍ନ ସମୟରେ ଛୋଟ ଛୋଟ କଥା କୁ ନେଇ ଗଣ୍ଡଗୋଳ ହୋଇଥିବା ପାର୍ବତୀ ଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି | ତେବେ ଗତ ଜୁନ 8 ତାରିଖରେ ପାର୍ବତୀ ଅସୁସ୍ଥ ହୋଇ ହସ୍ପିଟାଲ ରେ ଭର୍ତି ହୋଈଥିବା ତାଙ୍କ ପରିବାର ଲୋକେ ଖବର ପାଇଥିଲେ | ତେବେ ପରିବାର ଲୋକେ ପହଞ୍ଚିଲା ବେଳକୁ ପାର୍ବତୀଙ୍କ ର ମୃତ୍ୟୁ ହୋଇଯାଇଥିଲା | ଖାଲି ସେତିକି ନୁହେଁ ପାର୍ବତୀଙ୍କ ମୃତ ଦେହ ବ୍ୟବଚ୍ଛେଦ ନ କରି ଶାଶୁ ଘର ଲୋକେ ପୋତି ଦେଇଥିଲେ | ଏ ନେଇ ପାର୍ବତୀଙ୍କ ପରିବାର ଲୋକେ ନିକିରାଇ ଥାନାରେ ଅଭିଯୋଗ କରିଥିଲେ | ଅଭିଯୋଗ ପାଇ ପୁଲିସ ଗାଁ ମଶାଣି ରେ ପହଂଚି ମାଟିତଳୁ ଶବ ଯବତ୍ କରିଥିଲା | ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଉପସ୍ଥିତ ଥିଲେ | ପୁଲିସ ମୃତ ପାର୍ବତୀଙ୍କ ସ୍ଵାମୀ ଚିତ୍ରସେନ କୁ ପୁଲିସ ଅଟକ୍ ରଖିଛି |
Body:
Byt କାବୁଲି ବାରିକ(ନିକିରାଇ ଥାନା ଅଧିକାରୀ)
Conclusion:।।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.