ETV Bharat / state

2 ଗୋଷ୍ଠୀ ମଧ୍ୟରେ ବଚସାକୁ ନେଇ ବୋମା ମାଡ

author img

By

Published : May 4, 2021, 10:59 PM IST

ନୟାଗଡରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦକୁ ନେଇ ବୋମା ମାଡ । ଗ୍ରାମବାସୀଙ୍କ ମନରେ ଭୟରେ ବାତାବରଣ । ଅଧିକ ପଢନ୍ତୁ...

2 ଗୋଷ୍ଠୀ ମଧ୍ୟରେ ବଚସାକୁ ନେଇ ବୋମା ମାଡ
2 ଗୋଷ୍ଠୀ ମଧ୍ୟରେ ବଚସାକୁ ନେଇ ବୋମା ମାଡ

ନୟାଗଡ: ଜିଲ୍ଲା ସ୍ଥିତ ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ ନରେନ୍ଦ୍ରପୁ ପଞ୍ଚାୟତରେ ବୋମା ମାଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ ହୋଇଥିବା ସୂଚନା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

2 ଗୋଷ୍ଠୀ ମଧ୍ୟରେ ବଚସାକୁ ନେଇ ବୋମା ମାଡ

ତେବେ ଉଆସପାଟଣା ଗାଁରେ ଗତକାଲି (ସୋମବାର) ବିଳମ୍ବିତ ରାତିରେ ବିସ୍ଫୋରଣ ଘଟିଛି l ସୂଚନା ଅନୁଯାୟୀ ଗତ 29 ତାରିଖରେ ଗାଁ ରେ ଏକ ସଭା ଚାଲିଥିବା ସମୟରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପ୍ରଥମେ ବଚସା ଏବଂ ପରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା l ଏଥିରେ ଗୋଟିଏ ଗୋଷ୍ଠୀର ଲୋକ ଆହତ ହେବାରୁ ସ୍ଥାନୀୟ ରାଜସୁନାଖଳା ଫାଣ୍ଡିରେ ଲିଖିତ ଅଭିଯୋଗ କରାଯାଇଥିଲେ l

ଆସନ୍ତା ରବିବାର ଏହାର ସମାଧାନ ପାଇଁ ଏକ ସଭା ଅନୁଷ୍ଠିତ ହୋଇଥାନ୍ତା l କିନ୍ତୁ ତା ପୂର୍ବରୁ କେହି ଗାଁରେ ବୋମା ମାଡ଼ କରିଥିବା ଜଣାପଡିଛି l ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରି ଥିବାବେଳେ ଘଟଣା ପରେ ଗାଁରେ ଭୟର ବାତାବରଣ ଖେଳିଯାଇଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.