ETV Bharat / state

Panchayat Poll Violence: ନୟାଗଡରେ ରାଜପଥ ଅବରୋଧ କଲା ବିଜେପି

ବାଲାଟ୍‌ ବକ୍ସ ଅସୁରକ୍ଷିତ ପ୍ରତିବାଦରେ ରାସ୍ତାରୋକ । ନୟାଗଡ ଇଟାମାଟି ଥାନା ନିକଟରେ ଖୋର୍ଦ୍ଧା-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ଶତାଧିକ ବିଜେପି କର୍ମୀ । ଅଧିକ ପଢନ୍ତୁ

Panchayat Poll Violence: ନୟାଗଡରେ ରାଜପଥ ଅବରୋଧ କଲା ବିଜେପି
Panchayat Poll Violence: ନୟାଗଡରେ ରାଜପଥ ଅବରୋଧ କଲା ବିଜେପି
author img

By

Published : Feb 20, 2022, 6:57 PM IST

ନୟାଗଡ: ବାଲାଟ୍‌ ବକ୍ସ ଅସୁରକ୍ଷିତ ପ୍ରତିବାଦରେ ରାସ୍ତାରୋକ । ନୟାଗଡ ଇଟାମାଟି ଥାନା ନିକଟରେ ଖୋର୍ଦ୍ଧା-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ଶତାଧିକ ବିଜେପି କର୍ମୀ । ଇଟାମାଟିର ଏକ ବୁଥରେ ମତଦାନ ସରିବା ପରେ ପୋଲିସର ସହାୟତା ବିନା ବାଲାଟ୍‌ ବକ୍ସ ଷ୍ଟ୍ରଙ୍ଗ ରୁମକୁ ପୁଲିଂ ଅଧିକାରୀ ନେଉଥିଲେ ।

Panchayat Poll Violence: ନୟାଗଡରେ ରାଜପଥ ଅବରୋଧ କଲା ବିଜେପି

ତେବେ ଏହାର ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ଅବହେଳା ପ୍ରତିବାଦରେ ରାସ୍ତାରୋକ କରିଛି ବିଜେପି । ଅନ୍ୟପଟେ 14 ନମ୍ବର ଜିଲ୍ଲା ପରିଷଦ ଜୋନର ଇଟାମାଟି 1ନମ୍ବର ୱାର୍ଡର ଭୋଟ ବାକ୍ସକୁ ପୁଲିଂ ଅଧିକାରୀ ବିନା ପୋଲିସ ସହାୟତାରେ ନେଉଥିବାକୁ ବିରୋଧ କରିବା ସହ ରାସ୍ତାରୋକ କରିଛି ନୟାଗଡ ବିଜେପି । ଏହି ରାସ୍ତାରୋକ ଫଳରେ ଦୁଇ ପାର୍ଶ୍ବରେ ବହୁତ୍‌ ସଂଖ୍ୟାରେ ଗାଡି ମଟର ଅଟକି ରହିଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.