ETV Bharat / state

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ: ବୁଥ କ୍ୟାପଚରିଂ ଅଭିଯୋଗ ଆଣିଲେ ସ୍ଥାନୀୟ ଲୋକେ

author img

By

Published : Feb 16, 2022, 9:51 PM IST

ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ କଲ୍ୟାଣପୁର ପଞ୍ଚାୟତ 9 ନମ୍ବର ବୁଥରେ ବୁଥ କ୍ୟାପଚରିଂ ହୋଇଥିବା ଅଭିଯୋଗ ହୋଇଛି l ଭୋଟରଙ୍କ ଠାରୁ ବାଲଟ ପେପର ନେଇ ପ୍ରିଜାଇଣ୍ଡିଂ ଅଫିସର ବାଲଟ ପେପରରେ ଏକ ନିର୍ଦ୍ଦିଷ୍ଟ ଚିହ୍ନରେ ମୋହର ମାରୁଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ : ବୁଥ କ୍ୟାପଚରିଂ ଅଭିଯୋଗ ଆଣିଲେ ସ୍ଥାନୀୟ ଲୋକେ

ନୟାଗଡ଼ : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଛି । ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ କଲ୍ୟାଣପୁର ପଞ୍ଚାୟତ 9 ନମ୍ବର ବୁଥରେ ବୁଥ କ୍ୟାପଚରିଂ ହୋଇଥିବା ଅଭିଯୋଗ ହୋଇଛି l ଭୋଟରଙ୍କ ଠାରୁ ବାଲଟ ପେପର ନେଇ ପ୍ରିଜାଇଣ୍ଡିଙଂ ଅଫିସର ବାଲଟ ପେପରରେ ଏକ ନିର୍ଦ୍ଦିଷ୍ଟ ଚିହ୍ନରେ ମୋହର ମାରୁଥିବା ଅଭିଯୋଗ ହୋଇଛି ।

ଏହାବି ପଢନ୍ତୁ : Political Violation: ଗଁନ୍ଦିଆ ନିହଲ ପ୍ରସାଦ ପଞ୍ଚାୟତରେ ଉତ୍ତେଜନା

ଅନ୍ୟପକ୍ଷେ ବୁଥ କ୍ୟାପଚରିଂକୁ ନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ନୟାଗଡ଼ ଏସପି ସିଦ୍ଧାର୍ଥ କଟାରିଆ l ତେବେ ସ୍ଥାନୀୟ ବାସିନ୍ଦା ବୁଥ କ୍ୟାପଚରିଂର ଅଭିଯୋଗ ଆଣି ସମ୍ପୃକ୍ତ ପ୍ରିଜାଇଣ୍ଡିଂ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.