ETV Bharat / state

ମନ୍ତ୍ରୀଙ୍କ ପ୍ରତିଶୃତି ପରେ ଧାରଣାରୁ ହଟିଲେ ଦଲିଲ ମୋହରୀର ଲେଖକ ସଂଘ

author img

By

Published : Jun 8, 2021, 4:43 PM IST

ମନ୍ତ୍ରୀଙ୍କ ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ କଲା ଦଲିଲ ମୋହରୀରେ ସଂଘ । ଅଧିକ ପଢନ୍ତୁ...

ମନ୍ତ୍ରୀଙ୍କ ପ୍ରତିଶୃତି ପରେ ଧାରଣାରୁ ହଟିଲେ ଦଲିଲ ମୋହରୀର ଲେଖକ ସଂଘ
ମନ୍ତ୍ରୀଙ୍କ ପ୍ରତିଶୃତି ପରେ ଧାରଣାରୁ ହଟିଲେ ଦଲିଲ ମୋହରୀର ଲେଖକ ସଂଘ

ନୟାଗଡ଼: ମନ୍ତ୍ରୀଙ୍କ ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ କଲା ଦଲିଲ ମୋହରୀରେ ସଂଘ । ତେବେ ନୟାଗଡ଼ ସଦର ମହକୁମାରେ ସ୍ଥାୟୀ ସବରେଜିଷ୍ଟର ନିଯୁକ୍ତି ଦାବିରେ ଜିଲ୍ଲା ଦଲିଲ ମୋହରିର ଲେଖକ ସଙ୍ଘ 3ମାସରୁ ଉର୍ଦ୍ଧ୍ବ ସମୟ ଧରି ଆନ୍ଦୋଳନ ଜାରୀ ରଖିଥିଲା l

ଧାରଣାରତ ଦଲିଲ ଲେଖକ ଏବଂ ମୋହରୀଙ୍କ ସହ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ଆଲୋଚନା କରିଛନ୍ତି l ଦୀର୍ଘ ଦିନ ହେବ ଆନ୍ଦୋଳନ ହେବାରୁ ସାଧାରଣ ଲୋକ ନାହିଁ ନଥିବା ହଇରାଣ ହେଉଥିଲେ l ତେବେ ମାର୍ଚ୍ଚ 1 ତାରିଖରୁ ଏହି ଧାରଣା ଦିଆଯାଇଥିଲା l

ଏପଟେ ନୟାଗଡ଼ ଜିଲ୍ଲପାଳ ଏବଂ ରାଜ୍ୟ ସରକାରଙ୍କ ସହ ବିଧାୟକ ଡ଼ ଅରୁଣ ସାହୁ ଆଲୋଚନା କରି ସ୍ଥାୟୀ ସବରେଜିଷ୍ଟ୍ରର ପଦବୀ ପୂରଣ ପାଇଁ ପ୍ରତିଶୃତି ଦେବାରୁ ଧାରଣାରୁ ହଟିଥିଲା ସଂଘ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.