ETV Bharat / state

ନୟାଗଡରେ ଦୁଇ ଦିନରେ ଦୁଇ କଏଦୀ ଫେରାର - ନୟାଗଡ ଉପ କାରାଗାର

ଦୁଇ ଦିନରେ ଦୁଇ କଏଦୀ ଉପ କାରାଗାରରୁ ଚମ୍ପଟ । ଜିଲ୍ଲାର ନୟାଗଡ ଉପକାରାଗାରରୁ ଜଣେ ଓ ଖଣ୍ଡପଡା ଉପକାରାଗାରରୁ ଜଣେ କଏଦୀ ଫେରାର ହୋଇଯାଇଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ
author img

By

Published : Aug 5, 2019, 9:02 AM IST

ନୟାଗଡ: ଦୁଇ ଦିନରେ ଦୁଇ କଏଦୀ ଉପ କାରାଗାରରୁ ଚମ୍ପଟ । ଜିଲ୍ଲାର ନୟାଗଡ ଉପକାରାଗାରରୁ ଜଣେ ଓ ଖଣ୍ଡପଡା ଉପକାରାଗାରରୁ ଜଣେ କଏଦୀ ଫେରାର ହୋଇଯାଇଛନ୍ତି । ଏନେଇ ନୟାଗଡ ସଦର ଥାନା ଓ ଖଣ୍ଡପଡା ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ

ତେବେ କଏଦୀ ଫେରାର ହେବାକୁ 24 ଘଣ୍ଟା ପୁରି ଯାଇଥିଲେ ମଧ୍ୟ ଗୋଟିଏ ବି କଏଦୀ ଧରାପଡିନାହାଁନ୍ତି । ସେପଟେ ଅଭିଯୋଗ ପାଇବା ପରେ ବିଭିନ୍ନ ଥାନାର ଅଫିସରଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି । ତେବେ କଏଦୀମାନେ ଏଭଳି ଫେରାର ହେଉଥିବା ଉପ କାରାଗାରର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

Intro:ନୟାଗଡ଼,,, ଦୁଇ ଦିନରେ ଦୁଇ କଏଦୀ ଉପ କାରାଗାର ରୁ ଚମ୍ପଟ । ସେପଟେ ଜେଲରଙ୍କ କାର୍ଯ୍ୟ କଳାପ ଉଳରେ ସନ୍ଧେହ । ଏଭଳି ଘଟଣା ଘଟିଛି ନୟାଗଡ଼ ଉପ କାରାଗାର ରେ । Body:ନୟାଗଡ଼ ଉପ କାରାଗାର ରୁ ଦୁଇ ଦିନରେ ଦୁଇ ଜଣ କଏଦୀ ଫେରାର ହୋଇଯିବା ପରେ, ଖଣ୍ଡପଡା ଉପ କାରାଗାର ରୁ ମଧ୍ୟ ଜଣେ କଏଦୀ ଫେରାର ହୋଇଯାଇଛି । ଏହି ଘଟଣା କୁ ଇତି ମଧ୍ୟରେ 24 ଘଣ୍ଟା ପୁରିଯାଇଥିଲେ ମଧ୍ୟ ଜଣେ ହେଲେବି କଏଦୀ ଧରପଡିନାହାନ୍ତି । ତେବେ ନୟାଗଡ଼ ସଦର ଥାନା ଓ ଖଣ୍ଡପଡା ଥାନା ରେ ଦୁଇଟି ମାମଲା ରୁଜୁ କରିଛନ୍ତି ଦୁଇ ଜେଲର । ସେପଟେ ଏହି ଘଟଣା ରେ ବିଭିନ ଥାନା ର ଅଫିସର ଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ ହୋଇ ବିଭିନ ସ୍ଥାନ ରେ ଚଢ଼ାଉ ଚାଲିଛି । ବୋଲି ନଯାହାଡ଼ ଏସ୍ପି କହଁଛନ୍ତି । Conclusion:ନଯାହାଡ଼ ଜିଲ୍ଲାରେ ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ସାଧାରଣ ରେ ଏବେ ଚର୍ଚା ଚାଲିଛି । କିଭଳି ନୟାଗଡ଼ ଜିଲ୍ଲାରେ ଥିବା ବିଭିନ ଉପ କାରାଗାର ରେ ସୁରକ୍ଷା ବ୍ୟବସ୍ଥା ରହି । ଓ ଜେଲର ମାନେ କଣ କରୁଛନ୍ତି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.