ETV Bharat / state

5 ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ପଞ୍ଝାରେ ସୁପରଭାଇଜର - ଭିଜିଲାନ୍ସ ହାତରେ ଧରାପଡିଲେ ନବରଙ୍ଗପୁର ସୁପରଭାଇଜର

ସ୍ବିପର ଚାକିରୀ କରାଇ ଦେବା ନାଁରେ ଜଣଙ୍କ ଠାରୁ 5 ହଜାର ଟଙ୍କା ଲାଞ୍ଚ ନେବା ବେଳେ ଶନିବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ମୁଖ୍ୟ ଡାକ୍ତରଖାନାର ହାଉସ କିପିଂ ସୁପରଭାଇଜର କବିର ମୋହନ ଦୀପ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Nov 16, 2019, 4:40 PM IST

ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ହାଉସ କିପିଂ ସୁପରଭାଇଜର । ସ୍ବିପର ଚାକିରୀ କରାଇ ଦେବା ନାଁରେ ଜଣଙ୍କ ଠାରୁ 5 ହଜାର ଟଙ୍କା ଲାଞ୍ଚ ନେବା ବେଳେ ଶନିବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ମୁଖ୍ୟ ଡାକ୍ତରଖାନାର ହାଉସ କିପିଂ ସୁପରଭାଇଜର କବିର ମୋହନ ଦୀପ ।

ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କୁକୁଡ଼ାବାଇ ଗ୍ରାମର ମାର୍ଗ ଭତରାଙ୍କୁ ସ୍ବିପର ଚାକିରୀ କରାଇଦେବା ନଁରେ ସୁପରଭାଇଜର 5 ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ ହୋଇଛନ୍ତି l ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ପଚରାଉଚରା ଜାରି ରଖିଛି ଭିଜିଲାନ୍ସ ବିଭାଗ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro: ରିପୋର୍ଟ-ତପନ କୁମାର ବିଷୟି, ନବରଙ୍ଗପୁର
ସ୍ବିପେର କାମରେ ନିଯୁକ୍ତି ଦେବା ପାଇଁ 5 ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାସନ୍ସ ଜାଲରେ ମୁଖ୍ୟ ଡାକ୍ତର ଖାନାର ହାଉସ କିପିଙ୍ଗ ସୁପରଭାଇଜର କବିର ମହନ ଦୀପ ଗିରଫ l ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କୁକୁଡ଼ାବାଇ ଗ୍ରାମର ମାର୍ଗ ଭତରା ଠାରୁ ଲାଞ୍ଚ ନେଲା ବେଳେ ଗିରଫ ହୋଇଛନ୍ତି lତେବେ ଅଭିଯୁକ୍ତଙ୍କୁ ଅଧିକ ପଚରାଉଚୁରା ଜାରି ରଖିଛି ଭିଜିଲାନ୍ସ ବିଭାଗ ।Body:Tapan Kumar Bissoyi Conclusion:NABARANGPUR

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.