ETV Bharat / state

ତିନି ଦିନରେ ପହଞ୍ଚିଲା ଟ୍ରାକ୍ଟର ୟୁନିୟନ ସଂଘର ଧାରଣା - ଟ୍ରାକ୍ଟର ୟୁନିୟନ ସଙ୍ଘ

ତିନି ଦିନରେ ପହଞ୍ଚିଥିଲା ଟ୍ରାକ୍ଟର ୟୁନିୟନ ସଂଘର ଧାରଣା । ଦାବି ପୂର୍ଣ୍ଣ ନହେଲେ ନବରଙ୍ଗପୁର ଜିଲ୍ଲାର ସରକାରୀ ସ୍ଥରରେ ଉନ୍ନୟନ ମୂଳକ କାର୍ଯ୍ୟରେ ବାଲି ଯୋଗାଇବା ସମ୍ପୂର୍ଣ ବନ୍ଦ କରାଯିବ ବୋଲି ଚେତାବନୀ ଦେଲା ଟ୍ରାକ୍ଟର ୟୁନିୟନ ସଂଘ l ଅଧିକ ପଢନ୍ତୁ...

ତିନିଦିନରେ ପହଞ୍ଚିଲା ଟ୍ରାକ୍ଟର ୟୁନିୟନ ସଙ୍ଘର ଧାରଣା

author img

By

Published : Nov 20, 2020, 8:40 AM IST

ନବରଙ୍ଗପୁର: ଜିଦରେ ଅଟଳ ନବରଙ୍ଗପୁର ଜିଲ୍ଲା ଟ୍ରାକ୍ଟର ୟୁନିୟନ ସଂଘ l ତିନି ଦିନରେ ପହଞ୍ଚିଥିଲା ଟ୍ରାକ୍ଟର ୟୁନିୟନ ସଙ୍ଘର ଧାରଣା । ବାହାର ଜିଲ୍ଲା ଏବଂ ବାହାର ରାଜ୍ୟକୁ ଚୋରା ବାଲି ଚାଲାଣ ରୋକିବା, ଜିଲ୍ଲା ଭିତ୍ତିକ ବାଲି ଟେଣ୍ଡର ପକ୍ରିୟାକୁ ପ୍ରମୁଖ ସ୍ଥାନ ଦେବା ଏବଂ ଟ୍ରାକ୍ଟରରେ ବାଲି ଚାଲାଣ ବାବଦରେ ସ୍ବତନ୍ତ୍ର ରାଜସ୍ବ କାଉଣ୍ଟର ଖୋଲିବା ପାଇଁ ଦାବି ରଖିଛନ୍ତି ଟ୍ରାକ୍ଟର ୟୁନିୟନ ସଙ୍ଘ l

ତିନିଦିନରେ ପହଞ୍ଚିଲା ଟ୍ରାକ୍ଟର ୟୁନିୟନ ସଙ୍ଘର ଧାରଣା

ନଚେତ ଜିଲ୍ଲାର ସରକାରୀ ସ୍ଥରରେ ଉନ୍ନୟନ ମୂଳକ କାର୍ଯ୍ୟରେ ବାଲି ଯୋଗାଇବା ସମ୍ପୂର୍ଣ ବନ୍ଦ କରାଯିବ ବୋଲି ପୂର୍ବତନ ସାଂସଦ ପ୍ରଦୀପ ମାଝୀ କଡା ଚେତାବନୀ ଦେଇଛନ୍ତି । ଏହି ଧାରଣାସ୍ଥଳରେ କଂଗ୍ରେସ ଏବଂ ବିଜେପି ଦଳର କର୍ମକର୍ତ୍ତା ପୂର୍ଣ୍ଣ ସମର୍ଥନ କରି ଯୋଗ ଦେଇଥିବା ଦେଖାଦେଇଛି । ଘଟଣାକୁ ନେଇ ଉପଜିଲ୍ଲାପାଳ ଏବଂ ତହସିଲଦାର ଧାରଣାରେ ପହଞ୍ଚି ଆଲୋଚନା କରିଥିଲେ ବି କୌଣସି ସଫଳ ହୋଇ ନଥିବା ଦେଖାଦେଇଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.