ETV Bharat / state

ନବରଙ୍ଗପୁରରେ ସୁନାବେଶ ସହ ଅଧରପଣା ନୀତି ସମ୍ପନ୍ନ

author img

By

Published : Jul 14, 2019, 4:02 AM IST

ନବରଙ୍ଗପୁରରେ ଶେଷ ହୋଇଛି ମହାପ୍ରଭୁଙ୍କ ସୁନାବେଶ । ଦର୍ଶନ କଲେ ହଜାର ହଜାର ଭକ୍ତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ଶେଷ ହୋଇଛି ନବଦିନାତ୍ମକ ଯାତ୍ରା । ଏନେଇ ରଥରେ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଇଛନ୍ତି ଶ୍ରୀଜୀଉ । ତିନି ଠାକରଙ୍କୁ ବିଭିନ୍ନ ରତ୍ନ ଅଳଙ୍କାରରେ ଅଳଙ୍କୃତ କରାଯାଇଛି । ଆଉ ପ୍ରଭୁ ଜଗନ୍ନାଥ ବଡ଼ଠାକୁର ବଳଭଦ୍ର ଆଉ ମା ସୁଭଦ୍ରା ଏହି ରତ୍ନ ପରିଧାନ କରି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଶ୍ରୀଜୀଉଙ୍କ ଏହି ସୁନାବେଶର ଦର୍ଶନ ପାଇଁ ସହର ଠୁ ପଲ୍ଲୀ ସମସ୍ତ ଭକ୍ତ ଆସି ରଥରେ ପ୍ରଭୁଙ୍କ ଏହି ଦିବ୍ୟ ରୁପକୁ ଦର୍ଶନ କରି ଅପୂର୍ବ କୃପା ଲାଭ କରିଛନ୍ତି ।

ତେବେ ଜନସମାଗମକୁ ଦେଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଯାହାଦ୍ବାରା ଭକ୍ତ ମାନେ ଶାନ୍ତି ଶୃଙ୍ଖଳାର ସହିତ ଶ୍ରୀଜୀଉଙ୍କ ଦର୍ଶନ ଲାଭ କରିଛନ୍ତି । ଏହାସହ ପ୍ରଭୁଙ୍କ ଅଧରପଣା ନୀତି ମଧ୍ୟ ସମ୍ପନ୍ନ ହୋଇଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ - ସୁନାବେଶ
ଫର୍ମାଟ - ଏଭିଓ, ୧୩/୦୭/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
------------------------------------------------------------
ଆଙ୍କର - ନବଦିନାତ୍ମକ ଯାତ୍ରାରେ ଶେଷ ପରେ ଶ୍ରୀଜୀଉ ଆଜି ରଥରେ ଭକ୍ତ ଙ୍କୁ ସୁନାବେଶ ରେ ଦର୍ଶନ ଦେଇଛନ୍ତି । ତିନି ଠାକରଙ୍କୁ ବିଭିନ୍ନ ରତ୍ନ ଅଳଙ୍କାର ରେ ଅଳଙ୍କୃତ କରାଯାଇଛି ଶ୍ରୀଜୀଉଙ୍କୁ । ଦେଉଳର ରତ୍ନ ଭଣ୍ଡାରରେ ଥିବା ପ୍ରଭୁ ଙ୍କ ସୁନା ରୁପା ଭଳି ଅଳଙ୍କାର ଆଣି ଏହି ସୁନାବେଶ କରାଯାଇଥିଲା । ଆଉ ପ୍ରଭୁ ଜଗନ୍ନାଥ ବଡ଼ଠାକୁର ବଳଭଦ୍ର ଆଉ ମା ସୁଭଦ୍ରା ଏହି ରତ୍ନ ପରିଧାନ କରି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଶ୍ରୀଜୀଉଙ୍କ ଏହି ସୁନାବେଶ ର ଦର୍ଶନ ପାଇଁ ସହର ଠୁ ପଲ୍ଲୀ ସମସ୍ତ ଭକ୍ତ ଆସି ରଥରେ ପ୍ରଭୁ ଙ୍କ ଏହି ଦିବ୍ୟ ରୁପ କୁ ଦର୍ଶନ ଲାଭ କରିଛନ୍ତି । ପ୍ରଭୁ ଙ୍କ ଏହି ଦିବ୍ୟ ରୁପ କୁ ହଜାର ହଜାର ଭକ୍ତ ଦର୍ଶନ କରିଥିଲେ । ଜନସମାଗମ କୁ ଦେଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବ୍ୟାପକ ଯାହାଫଳରେ ଭକ୍ତ ମାନେ ଶାନ୍ତି ଶୃଙ୍ଖଳା ର ସହିତ ଶ୍ରୀଜୀଉ ଙ୍କ ଦର୍ଶନ ଲାଭ କରିପାରିଛନ୍ତି । ଏହାସହ ପ୍ରଭୁ ଙ୍କ ଅଧରପଣା ନୀତି ମଧ୍ୟ ସମ୍ପନ୍ନ ହୋଇଛି ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.