ETV Bharat / state

Pradeep Majhi On Etv Bharat: କୌଣସି ସ୍ଥିତିରେ କୋଟିଆ ସ୍ୱାର୍ଥ ପାଇଁ ସାଲିସ ହେବ ନାହିଁ: SDC ଉପଦେଷ୍ଟା

author img

By

Published : Nov 4, 2022, 5:20 PM IST

Updated : Nov 4, 2022, 7:53 PM IST

ଦାୟିତ୍ୱ ନେବା ପରେ ପ୍ରଦୀପ କହିଛନ୍ତି, "ଆଦିବାସୀଙ୍କ ଉନ୍ନତି ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief minister Naveen Patnaik) ଧ୍ୟାନ ଦେଉଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ।" ତେବେ ଆଦିବାସୀଙ୍କ ବିକାଶ ଲାଗି ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଦାୟିତ୍ୱ ନିଷ୍ଠାର ସହ କରିବେ ବୋଲି କହିଛନ୍ତି ପ୍ରଦୀପ । ଅଧିକ ପଢନ୍ତୁ

Etv BharatPradeepMajhiOnEtvBharat : କୌଣସି ସ୍ଥିତିରେ କୋଟିଆ ସ୍ବାର୍ଥ ପାଇଁ କମ୍ପ୍ରମାଇଜ କରାଯିବ ନାହିଁ: SDC ଉପଦେଷ୍ଟା

ଭୁବନେଶ୍ବର: ସ୍ୱତନ୍ତ୍ର ଉନ୍ନୟନ ପରିଷଦ (Special Development Council) ର ଉପଦେଷ୍ଟା ଭାବେ ଦାୟିତ୍ବ ନେଇଛନ୍ତି ପ୍ରଦୀପ ମାଝୀ (Pradeep Majhi) । ଭୁବନେଶ୍ବର ସିଆରପି ଛକ ସ୍ଥିତ ଓଡିଶା ଆଦିବାସୀ ମ୍ୟୁଜିୟମରେ ଥିବା କାର୍ଯ୍ୟାଳୟକୁ ଆସି ବିଧିବଦ୍ଧ ଭାବେ ଦାୟିତ୍ବ ନେଇଛନ୍ତି ପ୍ରଦୀପ । ବିଭାଗୀୟ ମନ୍ତ୍ରୀ ଓ ପ୍ରମୁଖ ଶାସନ ସଚିବଙ୍କ ଉପସ୍ଥିତରେ ଦାୟିତ୍ୱ ନେଇଛନ୍ତି ପ୍ରଦୀପ । ଖୁବଶୀଘ୍ର ଆଦିବାସୀଙ୍କ କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି ପଦକ୍ଷେପ ନିଆଯିବ ବୋଲି ଦାୟିତ୍ୱ ନେବା ପରେ ପ୍ରଦୀପ କହିଛନ୍ତି ।

PradeepMajhiOnEtvBharat : କୌଣସି ସ୍ଥିତିରେ କୋଟିଆ ସ୍ବାର୍ଥ ପାଇଁ କମ୍ପ୍ରମାଇଜ କରାଯିବ ନାହିଁ: SDC ଉପଦେଷ୍ଟା

ଦାୟିତ୍ୱ ନେବା ପରେ ପ୍ରଦୀପ କହିଛନ୍ତି, "ଆଦିବାସୀଙ୍କ ଉନ୍ନତି ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief minister Naveen Patnaik) ଫୋକସ୍ ଦେଉଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ।" ଆଦିବାସୀଙ୍କ ବିକାଶ ଲାଗି ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଦାୟିତ୍ୱ ନିଷ୍ଠାର ସହ କରିବେ ବୋଲି କହିଛନ୍ତି ପ୍ରଦୀପ । ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଆଦିବାସୀଙ୍କ ଉନ୍ନତି ପାଇଁ ସମସ୍ତେ ଅଧିକ ନିଷ୍ଠାର ସହିତ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ପ୍ରତ୍ୟେକ ଆଦିବାସୀଙ୍କ ନିକଟରେ ପହଞ୍ଚାଇବା ଲାଗି କାର୍ଯ୍ୟ କରିବାକୁ ହେବ । ଏନେଇ ସେ ସମସ୍ତ ସରକାରୀ ଅଧିକାରୀ ଓ ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କୁ ଆହ୍ୱାନ ଦେଇଛନ୍ତି ।

କୌଣସି ସ୍ଥିତିରେ କୋଟିଆ ସ୍ୱାର୍ଥ ପାଇଁ ସାଲିସ ହେବ ନାହିଁ: SDC ଉପଦେଷ୍ଟା

ଏହାବି ପଢନ୍ତୁ- Special Development Council: ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଭାବେ ଦାୟିତ୍ୱ ନେଲେ ପ୍ରଦୀପ ମାଝୀ

ଆଦିବାସୀ ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ବିଭାଗୀୟ ପ୍ରମୁଖ ଶାସନ ସଚିବ ରୂପା ରୋସନ ସାହୁ ଉପସ୍ଥିତ ରହି ପ୍ରଦୀପଙ୍କୁ ସ୍ୱାଗତ କରିଛନ୍ତି । କୋରାପୁଟ, ନବରଙ୍ଗପୁର ଓ ରାୟଗଡା ଜିଲ୍ଲାର ବିଧାୟକମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଆଦିବାସୀଙ୍କ ବିକାଶ ସହ ପ୍ରତ୍ୟେକ ଜିଲ୍ଲାରେ ଆଦିବାସୀ ମ୍ୟୁଜିୟମ (Tribal Museum ) ପ୍ରତିଷ୍ଠା ଲାଗି ଦାବି ହୋଇଛି । ସେହିପରି ସ୍ବତନ୍ତ୍ର ଉନ୍ନୟନ ପରିଷଦର ସମସ୍ତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷମାନେ ପ୍ରଦୀପଙ୍କୁ ସ୍ୱାଗତ କରିଛନ୍ତି । ଉପଦେଷ୍ଟା ଭାବେ ପ୍ରଦୀପଙ୍କୁ ରାଜ୍ୟ ସରକାର ତରଫରୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧା ସୁଯୋଗ ମିଳିବ । ରାଜ୍ୟର 9 ଆଦିବାସୀବହୁଳ ଜିଲ୍ଲାର ଆଦିବାସୀ ପରିବାରର କଳା,ସଂସ୍କୃତି, ପରମ୍ପରା, କ୍ରୀଡ଼ା ଓ ଅନ୍ୟାନ୍ୟ ବିକାଶ ପାଇଁ ରାଜ୍ୟ ସରକାର 2017 ରେ SDC ଗଠନ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 4, 2022, 7:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.