ETV Bharat / state

ନବରଙ୍ଗପୁରରେ ରୁପା ଗାଙ୍ଗୁଲି, ଜିଲ୍ଲାବାସୀଙ୍କୁ ଦେଲେ CAA ବାର୍ତ୍ତା - bjp sansad rupa ganguli

CAA ସପକ୍ଷରେ ନବରଙ୍ଗପୁରବାସୀଙ୍କୁ ସଚେତନ କରାଇଲେ ରାଜ୍ୟସଭା ସାଂସଦ ରୁପା ଗାଙ୍ଗୁଲି। ଅଧିକ ପଢନ୍ତୁ...

nabarangpur
CAAକୁ ନେଇ ଲୋକଙ୍କୁ ବୁଝାଇଲେ ବିଜେପି ସାଂସଦ ରୁପା ଗାଙ୍ଗ
author img

By

Published : Jan 21, 2020, 8:56 PM IST

ନବରଙ୍ଗପୁର: ଜିଲ୍ଲାରେ ରାଜ୍ୟସଭା ସାଂସଦ ତଥା ବିଜେପି ନେତା ରୁପା ଗାଙ୍ଗଲି। ସିଏଏ ସମର୍ଥନରେ ଲୋକଙ୍କୁ ସଚେତନ କରାଇବା ପାଇଁ ନବରଙ୍ଗପୁର ଜିଲ୍ଲା ରାଇଘର ପହଞ୍ଚିଥିଲେ। ରାଇଘର ଠାରେ ଏକ ସାଧାରଣ ସଭାରେ ଯୋଗଦେଇ ସିଏଏ ସପକ୍ଷରେ ଲୋକଙ୍କୁ ବାର୍ତ୍ତା ଦେଇଥିଲେ। ରୁପା କହିଥିଲେଯେ, ସିଏଏ କାହାକୁ ବିରୋଧ କରିବା ପାଇଁ ନୁହଁ ବରଂ ଦେଶ ଗଠନ ପାଇଁ ଉଦ୍ଧିଷ୍ଟ। କିଛି ବିରୋଧୀ ଦଳ ନିଜ ରାଜନୈତିକ ଫାଇଦା ପାଇଁ ଲୋକଙ୍କ ମନରେ ସିଏଏକୁ ନେଇ ଭ୍ରାନ୍ତ ଧାରଣା ସୃଷ୍ଟି କରୁଥିବା କରୁଥିବା କହିଛନ୍ତି।

CAAକୁ ନେଇ ଲୋକଙ୍କୁ ବୁଝାଇଲେ ବିଜେପି ସାଂସଦ ରୁପା ଗାଙ୍ଗଲି

କୌଣସି ନାଗରିକଙ୍କୁ ଦେଶରୁ ତଡିବା ପାଇଁ ନୁହଁ ବରଂ ଦେଶରେ ସ୍ଥାୟୀ ନାଗରିକତା ପ୍ରଦାନ ପାଇଁ ସିଏଏର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି। ପ୍ରଥମେ ପ୍ରଥମେ ଯେଉଁ ମାନେ ସିଏଏକୁ ବିରୋଧ କରୁଥିଲେ ବର୍ତ୍ତମାନ ସିଏଏ ଆଇନର ଉଦ୍ଦେଶ୍ୟ ବିଷୟରେ ବୁଝିବା ପରେ ଏହି ଆଇନକୁ ଧୀରେ ଧୀରେ ଆପଣଉଥିବା ସେ କହିଛନ୍ତି। ଯେଉଁ ଲୋକଙ୍କ ମନରେ ସିଏଏକୁ ନେଇ ଥିବା ଭ୍ରାନ୍ତ ଧାରଣାକୁ ଦୂର କରିବା ତାଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ସାଂସଦ ରୁପା ଗାଙ୍ଗଲି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ - CAA ସପକ୍ଷରେ ଲୋକଙ୍କୁ ସଚେତନ କରାଇବା ପାଇଁ ନବରଙ୍ଗପୁର ରେ ବିଜେପି ରାଜ୍ୟସଭା ସାଂସଦ ରୁପା ଗାଙ୍ଗଲି
ଫର୍ମାଟ - ଏଭିଓ , ୨୧/୦୧/୨୦
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
---------------------------------------------------
ଆଙ୍କର - ନବରଙ୍ଗପୁର ରେ ବିଜେପି ରାଜ୍ୟସଭା ସାଂସଦ ରୁପା ଗାଙ୍ଗଲି । ସିଏଏ ସମର୍ଥନରେ ଲୋକଙ୍କୁ ସଚେତନ କରାଇବା ପାଇଁ ନବରଙ୍ଗପୁର ଜିଲ୍ଲା ରାଇଘର ପହଞ୍ଚିଥିଲେ । ରାଇଘର ଠାରେ ଏକ ସାଧାରଣ ସଭାରେ ଯୋଗଦେଇ ସିଏଏ ସପକ୍ଷରେ ଲୋକଙ୍କୁ ବାର୍ତା ଦେଇଥିଲେ । ରୁପା କହିଥିଲେ ଯେ ସିଏଏ କାହାକୁ ବିରୋଧ କରିବା ପାଇଁ ନୁହଁ ବରଂ ଦେଶ ଗଠନ ପାଇଁ ଉଦ୍ଧିଷ୍ଟ ବୋଲି କହିଥିଲେ । କିଛି ବିରୋଧୀ ଦଳ ନିଜ ରାଜନୈତିକ ଫାଇଦା ପାଇଁ ଲୋକଙ୍କ ମନରେ ସିଏଏ କୁ ନେଇ ଭ୍ରାନ୍ତ ଧାରଣା ସୃଷ୍ଟି କରୁଥିବା କହିଥିଲେ । କୌଣସି ନାଗରିକଙ୍କୁ ଦେଶ ରୁ ତଡିବା ପାଇଁ ନୁହଁ ବରଂ ଦେଶରେ ସ୍ଥାୟୀ ନାଗରିକତା ପ୍ରଦାନ ପାଇଁ ସିଏଏ ର ଉଧ୍ୟେଶ୍ୟ ବୋଲି ରୁପା କହିଥିଲେ । ପ୍ରଥମେ ପ୍ରଥମେ ଯେଉଁ ମାନେ ସିଏଏ କୁ ବିରୋଧ କରୁଥିଲେ ବର୍ତମାନ ସିଏଏ ଆଇନ ର ଉଧ୍ୟେଶ୍ୟ ବିଷୟରେ ବୁଝିବା ପରେ ଏହି ଆଇନ କୁ ଧୀରେ ଧୀରେ ଆପଣଉଥିବା କହିଥିଲେ ରୁପା । ଯେଉଁ ଲୋକଙ୍କ ମନରେ ସିଏଏ କୁ ନେଇ ଥିବା ଭ୍ରାନ୍ତ ଧାରଣା କୁ ଦୂର କରିବା ତାଙ୍କ ଗ୍ରସ୍ତ ର ଉଧ୍ୟେଶ୍ୟ ବୋଲି କହିଥିଲେ ସାଂସଦ ରୁପା ଗାଙ୍ଗଲି ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.