ETV Bharat / state

ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରୁ ଦୋକାନ ବଜାର ଉଚ୍ଛେଦ ପାଇଁ ନୋଟିସ - district hospital in Nabarangapur

ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରୁ ଦୋକାନ ଉଚ୍ଛେଦ ପାଇଁ ନୋଟିସ ଜାରି କଲା ପ୍ରଶାସନ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଳକର ସୀମା ଭିତରେ ଥିବା ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟର ଦୁଇ ପାର୍ଶ୍ଵରେ କିଛି ଦୋକାନ ବଜାର ଥିବା ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Jul 8, 2019, 11:48 PM IST

ନବରଙ୍ଗପୁର: ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରୁ ଦୋକାନ ଉଚ୍ଛେଦ ପାଇଁ ନୋଟିସ ଜାରି କଲା ପ୍ରଶାସନ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଳକର ସୀମା ଭିତରେ ଥିବା ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟର ଦୁଇ ପାର୍ଶ୍ଵରେ କିଛି ଦୋକାନ ବଜାର ଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଏନେଇ ନନ୍ଦାହାଣ୍ଡି ତହସିଲଦାର ପକ୍ଷରୁ ୧୫ ରୁ ୨୦ ଜଣ ଦୋକାନକୁ ନୋଟିସ ଜାରି କରାଯିବା ସହ ଯଥାଶୀଘ୍ର ଦୋକାନ ବଜାର ଉଠାଇବା ପାଇଁ ତାଗିତ କରିଛନ୍ତି । ନଚେତ ୭ ରୁ ୮ ତାରିଖ ସୁଦ୍ଧା ସମସ୍ତ ଦୋକାନ, ଘର ସପୂର୍ଣ୍ଣ ଭାଙ୍ଗିବା ପାଇଁ ସରକାର ନିଷ୍ପତ୍ତି ନେଇଥିବା କହିଛନ୍ତି ସରକାରୀ କର୍ମଚାରୀ ।

ଏନେଇ କିଛି ଦୋକାନୀ କହିଛନ୍ତି, ସେ ଦୀର୍ଘଦିନ ଧରି ଏଠାରେ ବ୍ୟବସାୟ କରିଆସୁଛନ୍ତି । ତେଣୁ ସେଠି ସେମାନଙ୍କୁ ଉଠାଇ ଦେଲେ ସେମାନଙ୍କ ପରିବାର କେମିତି ପୋଷିବ ସେ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ଏହାସହ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଜାଗା ଦିଆଯାଉ ବୋଲି ଗୁହାରୀ କରିଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ଅଧିକାରୀ ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବି ପ୍ରକାଶ ପାଉଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:Body:

sfsdf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.