ETV Bharat / state

ଦିନକରେ ନବରଙ୍ଗପୁରରୁ 96 କୋରୋନା ଆକ୍ରାନ୍ତ ଚିହ୍ନଟ - କୋରୋନା ଆକ୍ରାନ୍ତ ସଂଖ୍ୟା ନବରଙ୍ଗପୁର

ଗତ 24 ଘଣ୍ଟା ମଧ୍ୟରେ ନବରଙ୍ଗପୁରରୁ ନୂଆ 86 କୋରୋନା ଆକ୍ରାନ୍ତ ଚିହ୍ନଟ । କଟକଣା କଡାକଡି ପାଳନ । ଅଧିକ ପଢନ୍ତୁ....

ଦିନକରେ ନବରଙ୍ଗପୁରରୁ 96 କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Apr 17, 2021, 8:58 PM IST

ନବରଙ୍ଗପୁର: ପୁଣି ଜିଲ୍ଲାରୁ ଆଜି(ଶନିବାର) 96 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି l ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 6 ହଜାର 704ରେ ପହଞ୍ଚିଛି ।

ଦିନକରେ ନବରଙ୍ଗପୁରରୁ 96 କୋରୋନା ଆକ୍ରାନ୍ତ ଚିହ୍ନଟ
ଦିନକରେ ନବରଙ୍ଗପୁରରୁ 96 କୋରୋନା ଆକ୍ରାନ୍ତ ଚିହ୍ନଟ
ତେବେ ଶନିବାର ଚିହ୍ନଟ 96 ଆକ୍ରାନ୍ତଙ୍କ ମଧ୍ୟରେ ରାଇଘର ବ୍ଲକରୁ 29 ଜଣ, ଚନ୍ଦାହାଣ୍ଡିରୁ 27, ଝରିଗାଁରୁ 12 ଜଣ, ଉମରକୋଟରୁ 7 ଜଣ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇ ଥିବାବେଳେ ନବରଙ୍ଗପୁର ପୌରାଞ୍ଚଳ ଓ କୋଷାଗୁମୁଡା ବ୍ଲକରୁ 4 ଜଣ ଲେଖାଁଏ ସେହିପରି ଡାବୁଗାଁ, ତେନ୍ତୁଳିଖୁଣ୍ଟି ବ୍ଲକରୁ 3 ଜଣ ଲେଖାଏଁ ଓ ଉମରକୋଟ ପୌରାଞ୍ଚଳ ଏବଂ ପାପଡାହାଣ୍ଡି, ନନ୍ଦାହାଣ୍ଡି ବ୍ଲକରୁ 2 ଜଣ ଲେଖାଏଁ ଏବଂ ନବରଙ୍ଗପୁର ବ୍ଲକରୁ ଜଣେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l

ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ 2 ଲକ୍ଷ 26 ହଜାର 23 ଜଣଙ୍କର ନମୁନା ସଂଗ୍ରହ କରାଯାଇ କୋଭିଡ ପରୀକ୍ଷା କରାଯାଇ ଥିବାବେଳେ ମୋଟ 6704 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି l ସେଥିମଧ୍ୟରୁ 5914 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବାବେଳେ 744 ଜଣ ନୂଆ ସକ୍ରିୟ ଆକ୍ରାନ୍ତ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି l

ତେବେ କୋରୋନା ସଂକ୍ରମଣ ଉପରେ ରୋକଲଗାଇବା ପାଇଁ ରାଜ୍ୟ ସରକାରଙ୍କ ଗୁରୁତ୍ଵପୁର୍ଣ୍ଣ ନିଷ୍ପତ୍ତିକ୍ରମେ ଆଜି ଠାରୁ ଛତିଶଗଡ଼ ସୀମାରେ ଥିବା 9ଟି ଜିଲ୍ଲା ସମେତ ନବରଙ୍ଗପୁର ଜିଲ୍ଲାରେ ମଧ୍ଯ ସପ୍ତାହାନ୍ତ ସଟଡାଉନ ଲାଗୁ ହୋଇଛି । ଶନିବାର ଓ ରବିବାର 2 ଦିନ ସଟଡାଉନ କରାଯାଇଛି ।

ସପ୍ତାହନ୍ତ ସଟ୍ ଡାଉନରେ ସମସ୍ତ ଦୋକାନ ବଜାର, ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହି ଥିବାବେଳେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲାରହିଛି । ବିଭିନ୍ନ ଛକରେ ପୋଲିସ ପାଟ୍ରୋଲିଂ କରିବା ସହ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.