ETV Bharat / state

ନବରଙ୍ଗପୁରରେ ରାଷ୍ଟ୍ରୀୟ ଏକତା ଅଭିଯାନ - ନବରଙ୍ଗପୁରରେ ରାଷ୍ଟ୍ରୀୟ ଏକତା ଅଭିଯାନ

ବୁଧବାର ନବରଙ୍ଗପୁର ଜିଲ୍ଲାରେ ରାଷ୍ଟ୍ରୀୟ ଏକତା ଅଭିଯାନ ପାଳିତ ହୋଇଛି । ଅଧିକ ଖବର ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Sep 26, 2019, 4:22 AM IST

ନବରଙ୍ଗପୁର: ରାଷ୍ଟ୍ରର ଏକତାରେ ବାଧା ସୃଷ୍ଟି କରିଥିବା ଜାମ୍ମୁ କାଶ୍ମୀରର ଧାରା ୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କରିବା ପାଇଁ ନେଇଥିବା ନିଷ୍ପତ୍ତିକୁ ବିଜେପି ରାଷ୍ଟ୍ରୀୟ ଏକତା ଅଭିଯାନ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା । ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ ଦଳ ପକ୍ଷରୁ ବୁଦ୍ଧିଜୀବୀ ସମ୍ମିଳନୀ କରାଇ ଧାରା-୩୭୦ ପ୍ରସଙ୍ଗରେ ଲୋକମାନଙ୍କ ସହ ଆଲୋଚନା କରାଯିବ ବୋଲି ବିଜେପି ପକ୍ଷରୁ କୁହାଯାଇଥିଲା । ଏହି କ୍ରମରେ ବୁଧବାର ନବରଙ୍ଗପୁର ଜିଲ୍ଲାରେ ରାଷ୍ଟ୍ରୀୟ ଏକତା ଅଭିଯାନ ପାଳିତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରରଙ୍ଗପୁରର ସୌରସାହି କଲ୍ୟାଣି ମଣ୍ଡପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । ପ୍ରଧାନମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତି ସମ୍ବନ୍ଧରେ ଜିଲ୍ଲାବାସୀଙ୍କୁ ଜଣାଇଥିଲେ ପୂର୍ବତନ ସାଂସଦ ବଳଭଦ୍ର ମାଝୀ । ଏହି କାର୍ଯ୍ୟକ୍ରମରେ ବଜେପିର ରାଜ୍ୟ ଉପସଭାପତି ନୟନ କିଶୋର ମହାନ୍ତି, କାର୍ଯ୍ୟକ୍ରମର ସହଯୋଗୀ ସରୋଜ କୁମାର ସାବତ, ପର୍ଶୁରାମ ମାଝୀ, ନବରରଙ୍ଗପୁର ଜିଲ୍ଲା ବିଜେପି ସଭାପତି ଗୋବିନ୍ଦ ଜେନା ଓ ଉମରକୋଟ ବିଧାୟକ ନିତ୍ୟନନ୍ଦ ଗଣ୍ଡ ଆଦି ଯୋଗ ଦେଇଥିଲେ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ- ରାଷ୍ଟ୍ରୀୟ ଏକତା ଅଭିଯାନ ।
ଫର୍ମାଟ - ଏଭିଓ ୨୫/୦୯/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
--------------------------------------------------------------
ଆଙ୍କର - ରାଷ୍ଟ୍ରୀୟ ଏକତା ଅଭିଯାନ ନବରରଙ୍ଗପୁର ଜିଲ୍ଲା ଏହି କାର୍ଯ୍ୟକ୍ରମ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମ ନବରରଙ୍ଗପୁରର ସୌରସାହି କୋଲାଣି ମଣ୍ଡପରେ ରେ ଅନୁଷ୍ଠିତ ହେଇଥିଲା । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜମ୍ମୁ ଓ କାଶ୍ମୀର ରୁ ଧାରା ୩୭୦ ଓ ଧାରା ୩୫ (କ) ଉଛେଦକୁ ମଂଜୁର କରିବା ପରେ ଦେଶ ସାରା ଖୁସିର ଲହରୀ ଖେଳି ଯାଇଥିଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ପଦକ୍ଷେପକୁ ନେଇ ସହର ଠାରୁ ଦେଶ ବାସୀଙ୍କ ମଧ୍ୟରେ ଉତ୍ସାହ ଉଦ୍ଧିପନା ଦେଖା ଦେଇଛି | ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଏହି ଇତିହାସ ସୃଷ୍ଟି କରିଥିବା କଥା କହିଛନ୍ତି ଶୀ ମାଝୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ଅମିତ ଶାହା କୁ ଧନ୍ୟବାଦ ଦେଇଥିଲେ ଦେଶ ବାସୀ। ଏହି କାର୍ଯ୍ୟକ୍ରମ ଯୋଗ ଦେଇଥିଲେ ବଜେପି ର ରାଜ୍ୟ ଉପ-ସଭାପତି ଶୀ ନୟନ କିଶର ମହାନ୍ତି,କାର୍ଯ୍ୟକ୍ରମ ରାଜ୍ୟ କୋଡ଼ିନୋଟର ଶୀ ସରଜ କୁମାର ସାବତ ଓ ପୂର୍ବତନ( mp)ବଳବଦ୍ର ମାଝୀ ଓ ପର୍ଶୁରାମ ମାଝୀ ଓ ଉମରକୋଟ ବିଧାୟକ ନିତ୍ୟନନ୍ଦ ଗଣ୍ଡ, ନବରରଙ୍ଗପୁର ଜିଲ୍ଲା ବିଜେପି ସଭାପତି ଗୋବିନ୍ଦ ଜେନ,ଯୁବ ନେତା ଗୋୖରୀ ଶାଙ୍କର ମାଝୀ, ମୋନଜ ମହାକୁଡ଼, ରମେଶ ସାହୁ ଙ୍କ ସହ ବଜେପି ବିଭିନ୍ନ କର୍ମକର୍ତା ମାନେ ଯୋଗ ଦେଇଥିଲେ। ଦୀର୍ଘ ୩ ଘଣ୍ଟା ଧରି ଏହି କାର୍ଯ୍ୟକ୍ରମ ଚାଲିଥିଲା ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.