ETV Bharat / state

ମା' ତାରିଣୀ ପୀଠରେ ଧୁମଧାମରେ ମକର ସଂକ୍ରାନ୍ତି ପାଳିତ - ନବରଙ୍ଗପୁର ମା' ତାରିଣୀ ପୀଠରେ ମକର ସଂକ୍ରାନ୍ତି ପାଳିତ

ନବରଙ୍ଗପୁର ମା' ତାରିଣୀ ପୀଠରେ ମକର ସଂକ୍ରାନ୍ତି ଅତି ଧୂମଧାମରେ ପାଳନ କରାଯାଇଛି । ଅଧିକ ପଢନ୍ତୁ...

makara sankranti
ମା' ତାରିଣୀ ପୀଠରେ ଧୁମଧାମରେ ମକର ସଂକ୍ରାନ୍ତି ପାଳିତ
author img

By

Published : Jan 16, 2020, 3:35 AM IST

ନବରଙ୍ଗପୁର: ଜିଲ୍ଲାର ଟାପାକାରିଆଗୁଡା ମା' ତାରିଣୀ ପୀଠରେ ମକର ସଂକ୍ରାନ୍ତି ପାଳିତ ହୋଇଯାଇଛି । ମା' ତାରିଣୀ ପୀଠର ମୁଖ୍ୟ ପୂଜକ ରାମଚନ୍ଦ୍ର ରଥଙ୍କ ଦ୍ବାରା ଶୁଭବେଳାରେ ସକାଳୁ ସୂର୍ଯ୍ୟପୂଜା କରାଯାଇଥିଲା । ହଜାରେ ୮ ବେଲପତ୍ର ସହ ହୋମ ଯଜ୍ଞ, ହଜାର ପୁର୍ଣ୍ଣାହୁତି, ପ୍ରାତଃକାଳ ପୂଜା, ଦ୍ବାରପାଳ ପୁଜା ଆଦି ମନ୍ଦାକିନୀ ଦେବୀ ନାମରେ ବିଧିବଦ୍ଧ ଭାବରେ ପୂଜାର୍ଚ୍ଚନା କରାଯାଇଥିଲା ।

ମା' ତାରିଣୀ ପୀଠରେ ଧୁମଧାମରେ ମକର ସଂକ୍ରାନ୍ତି ପାଳିତ

ମକର ସଂକ୍ରାନ୍ତି ଉପଲକ୍ଷେ ସ୍ଥାନୀୟ ପୀଠରେ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଭକ୍ତଙ୍କ ଆଗମନ ହୋଇଥିଲେ । ଏହି ଅବସରରେ ଭକ୍ତଙ୍କ ପାଇଁ ମା' ତାରିଣୀ ପୂଜା କମିଟି ପକ୍ଷରୁ ଅନ୍ନଭୋଗର ବ୍ୟବସ୍ଥା କରାଯାଇଥିଲା । ଏହି ପୀଠରେ ବର୍ଷସାରା ପ୍ରତ୍ୟେକ ମାସର ସଂକ୍ରାନ୍ତି ଦିନ ସ୍ବତନ୍ତ୍ର ଭାବରେ ପୂଜାର୍ଚ୍ଚନା ସହିତ ଅନ୍ନଭୋଗର ବ୍ୟବସ୍ଥା କରାଯାଇଥାଏ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:ରିପୋର୍ଟ-ତପନ କୁମାର ବିଷୟି, ନବରଙ୍ଗପୁର
ମାଁ ତାରିଣୀଙ୍କର ପୀଠରେ ମକର ସଂକ୍ରାନ୍ତି ପାଳତ।
ତାରିଖ:-୧୫/୦୧/୨୦
ନବରଙ୍ଗପୁର- ନବରଙ୍ଗପୁର ନିକଟସ୍ଥ ଟାପାକାରିଆଗୁଡା ମାଁ ତାରିଣୀ ପୀଠ ଠାରେ ମକର ସଂକ୍ରାନ୍ତି ପାଳିତ ହୋଇଯାଇଛି। ମାଁ ତାରିଣୀ ପୀଠର ମୂଖ୍ୟ ପୂଜକ ରାମଚନ୍ଦ୍ର ରଥଙ୍କ ଦ୍ବାରା ଶୁଭଭେଳାରେ ସକାଳୁ ସୂର୍ଯ୍ୟ ପୂଜା,୧୦୦୮ବେଲପତ୍ର ସହ ହମ ଯଜ୍ଞ, ହଜାର ପୁର୍ଣ୍ଣାହୁତି,ପ୍ରାତଃକାଳ ପୂଜା, ଦ୍ବାରପାଳ ପୁଜା ଆଦି ମକର ସଂକ୍ରାନ୍ତି ଅବସରରେ ମନ୍ଦାକିନୀ ଦେବୀ ନାମରେ ବିଧିବଦ୍ଧ ଭାବରେ ପୂଜାର୍ଚ୍ଚନା କରାଯାଇଥିଲା। ମକର ସଂକ୍ରାନ୍ତି ଉପଲକ୍ଷେ ସ୍ଥାନୀୟ ପୀଠ ଠାରେ ଆଖପାଖ ଅଞ୍ଚଳର ଭକ୍ତ ଓ ଶ୍ରଦାଳୁ ବହୁତ ସଂଖ୍ୟା ରେ ଥିଲା ବେଳେ ମାଁ ତାରିଣୀ ପୂଜା କମିଟି ଦ୍ଵାରା ଅର୍ନ୍ନଭୋଗର ବ୍ୟବସ୍ଥା କରାଯାଇଥିଲା। ଏହି ପୀଠ ଠାରେ ବର୍ଷ ସାରା ପ୍ରତ୍ୟେକ ମାସର ସଂକ୍ରାନ୍ତି ଦିନ ସ୍ବତନ୍ତ୍ର ଭାବରେ ପୂଜାର୍ଚ୍ଚନା ସହିତ ଅର୍ନ୍ନଭୋଗର ବ୍ୟବସ୍ଥା କରାଯାଇଥାଏ।Body:Tapan kumar bissoyi Conclusion:Nabarangpur
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.