ETV Bharat / state

ନବରଙ୍ଗପୁରରେ ଭୋଟର ସଂଶୋଧନ ପ୍ରକ୍ରିୟା ଆରମ୍ଭ - ଭୋଟର ତାଲିକା ଭୁଲ

ନବରଙ୍ଗପୁରରେ ଆରମ୍ଭ ହୋଇଛି ଭୋଟର ସଂଶୋଧନ ପ୍ରକ୍ରିୟା କାର୍ଯ୍ୟକ୍ରମ । 45 ଦିନ ଧରି ଜିଲ୍ଲାବ୍ୟାପୀ କରାଯିବ ସଂଶୋଧନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Sep 1, 2019, 10:39 AM IST

ନବରଙ୍ଗପୁର: ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ଜିଲ୍ଲାପାଳ । 45 ଦିନ ଧରି ଚାଲିବ ଏହି ସଂଶୋଧନ ପ୍ରକ୍ରିୟା । ଜିଲ୍ଲାବ୍ୟାପୀ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରଥମେ ଆରସିଡି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ କରିଛନ୍ତି ଜିଲ୍ଲାପାଳ । ଯେଉଁମାନଙ୍କ ଭୋଟର ତାଲିକା ଭୁଲ ରହିଛି ସେମାନେ ସଂଶୋଧନ ପାଖରୁ ଆସି ସଂଶୋଧନ କରିପାରିବେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ସେହିଭଳି ସହରର ପୌରପାଳିକା ୱାର୍ଡଗୁଡିକରେ ଭୋଟର ସଂଶୋଧନ ଚାଲିଛି । ଏନେଇ ପୌର ଅଫିସ ତରଫରୁ ସହରରେ ମାଇକ ଯୋଗେ ନବରଙ୍ଗପୁରବାସୀଙ୍କୁ ସଚେତନ କରାଯାଇଛି । ତେବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଡ. ଅଜିତ କୁମାର ମିଶ୍ର, ଉପଜିଲ୍ଲାପାଳ, ପିଡି, ପୌର ପ୍ରଶାସନ ଅଧିକାରୀମାନେ । ଏଥ ସହ ସହରର କିଛି ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ସେପଟେ, ସଂଶୋଧନ ପ୍ରକ୍ରିୟା ଲାଗି ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ - ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ।
ଫର୍ମାଟ - ଏଭିଓ, ୦୧/୦୯/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
----------------------------------------------------------------
ଅାଙ୍କର- ନବରରଙ୍ଗପୁର ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହେଇଯାଇଛି । ଆଜି ନବରରଙ୍ଗପୁର ଜିଲ୍ଲାପାଳ ଶୁଭଉଦଘାଟନ କରିଛନ୍ତି । ନବରରଙ୍ଗପୁର RCD Nodal High School ପ୍ରଥମେ ଆରମ୍ଭ କରିଥିଲେ ଜିଲ୍ଲାପାଳ । ଦୀର୍ଘ ୪୫ ଦିନ ଧରି ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଚାଲିବ । ନବରରଙ୍ଗପୁର ଜିଲ୍ଲା ବେପୀ ଏହି କାର୍ଯ୍ୟକ୍ରମ ଚାଲିବ ।ଯେଉଁ ଭାଈ ଭଉଣୀ ମାନଙ୍କ ଭୋଟର ତାଲିକା ଭୁଲ ଅଛି ସଂଶୋଧନ ପାଖକୁ ଆସି ସଂଶୋଧନ କରିପାରିବେ ।ସେଭଳି ନବରରଙ୍ଗପୁର ସହର ପୋୖରପାଳିକା ୱାର୍ଡ ଯାକରେ ଵି ଭୋଟର ତାଲିକା ସଂଶୋଧନ ଚାଲିଛି ଓ ନବରରଙ୍ଗପୁର ପୋୖର ଅଫିସ ତରଫରୁ ସହରରେ ମାଇକ ସାହାଯ୍ୟରେ ନବରରଙ୍ଗପୁର ସହର ବାସୀକୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଯୋଗ ଦେଇଥିଲେ ଡ଼ଃ ଅଜିତ କୁମାର ମିଶ୍ର, ଉପ ଜିଲ୍ଲାପାଳ , ପିଡି , ପୋୖରପ୍ରଶାସନ ଅଧିକାରୀ ମାନେ ଯୋଗ ଦେଇଥିଲେ ଓ ସହରର କିଛି ବୁଦ୍ଧିଯିବି ଉପସ୍ଥିତ ଥିଲେ । ଭୋଟର ତାଲିକା ସଂଶୋଧନ କ୍ଷେତ୍ରରେ ଜନ ଗହଳି ଦେଖିବାକୁ ମିଳିଛି ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.