ETV Bharat / state

ଜହ୍ଲାଦ ସ୍ବାମୀ: ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି କଲା ହତ୍ୟା

author img

By

Published : Jul 21, 2019, 2:41 PM IST

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ମାଳି ଗୁଡ଼ା ଗ୍ରାମରେ ନିଜ ପତ୍ନୀକୁ ଠେଙ୍ଗାରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କଲା ସ୍ବାମୀ ।

ଡିଜାଇନ ଫଟୋ

ନବରଙ୍ଗପୁର: ପାରିବାରିକ କଳହକୁ ନେଇ ସ୍ବାମୀର ବର୍ବରଚିତ କାଣ୍ଡ । ନିଜ ପତ୍ନୀକୁ ଠେଙ୍ଗାରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କଲା ସ୍ବାମୀ । ଏପରି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ମାଳି ଗୁଡ଼ା ଗ୍ରାମରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ସେହି ଗାଁର ଜୟ ସିଂ ପାଇକ ସ୍ତ୍ରୀ ପାର ପାଇକକୁ ଗତକାଲି(ଶନିବାର) ରାତ୍ର 8ଟାରେ ଏକ ଠେଙ୍ଗାରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛି । ଏନେଇ ହତ୍ୟାକାରୀର ପୁଅ ସିନ୍ଧୁ ପାଇକ ଆଜି ଡାବୁଗାଁ ଥାନାରେ ଏତଲା ଦେଇଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀ ଜୟସିଂ ପାଇକକୁ ଗିରଫ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ:-ସ୍ତ୍ରୀ କୁ ବିଭତ୍ସ ଭାବେ ହତ୍ୟା କଲା ସ୍ୱାମୀ।
ଫର୍ମାଟ:-ଏଭିଓ,୨୧/୦୭/୧୯
ରିପୋର୍ଟ:-ତପନ ବିଷୋୟୀ, ନବରଙ୍ଗପୁର।
-----------------------------------------------
ଆଙ୍କର:-ପାରିବାରିକ କଳହ କୁ ନେଇ ସ୍ୱାମୀର ବର୍ବରଚିତ କାଣ୍ଡ।ନିଜ ପତ୍ନୀ କୁ ଠେଙ୍ଗା ରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କଲା ସ୍ୱାମୀ।ଏପରି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ମାଳି ଗୁଡ଼ା ଗ୍ରାମରେ।ସେହି ଗାଁ ର ଜୟ ସିଂ ପାଇକ ନିଜ ସ୍ତ୍ରୀ ପାର ପାଇକ କୁ ଗତ କାଲି ରାତ୍ର 8 ଘଣ୍ଟ ସମୟରେ ଭାରସାମ୍ୟ ହରାଇ ଏକ ଠେଙ୍ଗାରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛି ।ଏ ନେଇ ହତ୍ୟା କାରିର ପୁଅ ସିନ୍ଧୁ ପାଇକ ଆଜି ଡାବୁଗାଁ ଥାନାରେ ଏତଲା ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହତ୍ୟାକାରୀ ଜୟସିଂ ପାଇକ କୁ ଗିରଫ କରି ଶବ କୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.