ETV Bharat / state

ଜବରଦଖଲ ଉଚ୍ଛେଦ: ପରିବାର ପ୍ରତିପୋଷଣ ନେଇ ବ୍ୟବସାୟୀଙ୍କ ଚିନ୍ତା - drive

ସରକାରୀ ଜମିରେ ଦୀର୍ଘ ଦିନରୁ ଗଢି ଉଠିଥିବା ଦୋକାନ ଘରକୁ ଜବରଦଖଲ କରିଛି ଜିଲ୍ଲା ପ୍ରଶାସନ । 18ଟି ଦୋକାନ ଗୃହ ଉଚ୍ଛେଦ ହୋଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Jul 11, 2019, 7:57 PM IST

ନବରଙ୍ଗପୁର: ସରକାରୀ ସ୍ଥାନରେ ଗଢି ଉଠିଥିବା ଜବରଦଖଲକୁ ଉଚ୍ଛେଦ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଥିବା 18ଟି ଅସ୍ଥାୟୀ ଦୋକାନ ଗୃହକୁ ଜିଲ୍ଲା ପ୍ରଶାସନ ଉଚ୍ଛେଦ କରିଛି । ଗତ କିଛି ବର୍ଷ ହେଲାଣି ସ୍ଥାନୀୟ ଲୋକେ ସରକାରୀ ଜାଗାକୁ ଜବରଦଖଲ କରି ଦୋକାନ ଘର ନିର୍ମାଣ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ମାତ୍ର 7 ଦିନ ନୋଟିସ୍ ଦେବା ପରେ ପ୍ରଶାସନ ଜବରଦଖଲ ଉଚ୍ଛେଦ କରିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ଦୋକାନ ଦ୍ବାରା ଅନେକ ପରିବାର ପ୍ରତିପୋଷଣ କରୁଥିଲ । ହଠାତ୍ ପ୍ରଶାସନ ଭାଙ୍ଗି ଦେବାରୁ ବର୍ତ୍ତମାନ ସେମାନେ କିପରି ଚଳିବେ ବୋଲି ପ୍ରଶ୍ନ କରିଛନ୍ତି । ସେପଟେ ଜବରଦଖଲ ବେଳେ କୌଣସି ଅପ୍ରୀତିକର ପରିସ୍ଥିତି ନ ଘଟେ, ସେଥିପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ରାଜଧାନୀରେ ନିଶା ବେପାରୀଙ୍କୁ ହଟେଇବାକୁ ପୋଲିସର ସ୍ପେଶାଲ ଡ୍ରାଇଭି।

ରାଜଧାନୀରେ ଦିନ କୁ ଦିନ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି। ଏହା ଉପରେ କଟକଣା କରିବା ଲାଗି ଏକ ପଦକ୍ଷେପ ନେଇଛି।ବାରମ୍ବାର ରାଜଧାନୀରେ ନିଶା କାରବାର କରୁଥିବା ବେପାରୀଙ୍କୁ ତଡିବାର ନିଷ୍ପତି ନେଇଛି କମିଶନରେଟ ପୋଲିସ। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ଏକ ସ୍ପେଶାଲ ଡ୍ରାଇଭି କରିଛି। ପ୍ରଥମ ଦିନ ରେ 9ଟି ଥାନାରେ ୧୫ ଜଣ ରୁ ଉର୍ଦ୍ଧ ବେପାରୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ।

Body:

ରାଜଧାନୀ ରେ ଦିନ କୁ ଦିନ ନିଶା ବେପାରୀ ବଢ଼ିବାରେ ଲାଗିଛନ୍ତି। ରାଜଧାନୀରେ ନିଶା କାରବାର ଅନାୟତ ହେଲାଣି। ସହର ଗଲିକାନ୍ଦିରେ ଅବାଧ ଭାବରେ ବେପାର ଆରମ୍ଭ କରୁଛନ୍ତି। ପୋଲିସ ଯେତେ ଜବତ କରିଛି ସହାର ଭିତରକୁ ଦୁଇ ଗୁଣା ପ୍ରବେଶ କରୁଛି। ମିୟାମର ରୁ ନିଶା କାରବାର ହେଉଥିବା ବେଳେ ଜଳେଶ୍ବର ଦେଇ ଓଡିଶା ଭିତରକୁ ପ୍ରବେଶ କରୁଛି। ଏହାଛଡ଼ା ଖୁଚୁରା ବେପାରୀଙ୍କୁ ଧରିବା ଛଡା ମୁଖ୍ୟ ବ୍ୟବସାୟୀଙ୍କୁ ଧରିବାରେ ବିଫଳ ହେଉଛି ପୋଲିସ। ତେବେ ଏହି ନିଶା କାରବାର କୁ ନେଇ ରାଜଧାନୀ ର ବିଭିନ୍ନ ଅଂଚଳରେ ଛଡାଉ କରାଯାଉଛି ।
ବିଭିନ୍ନ ସମୟରେ ଯେଉଇଁ ମନେ ନିଶା କାରବାରରେ ଲିପ୍ତ ରହୁଛନ୍ତି ସେମାନେ ପ୍ରାୟତଃ ଅପରଧ କରିଥାନ୍ତି। ବିଭିନ୍ନ ଅପରାଧିକ ମାମଲା ରେ ନିଶା ବେପାରୀଙ୍କୁ ସମ୍ପୃକ୍ତ ରହିଥିବା ଜଣାପଡୁଛି। ଯାହା ଦ୍ୱାରା କମିଶନରେଟ ପୋଲିସ ରାଜଧାନୀ ରୁ ନିଶା ବେପାରୀଙ୍କୁ ହଟେଇବା ପାଇଁ ଯୋଜନା ପ୍ରସ୍ତୁତ କରୁଛି।
ନିଶା କାରବାର କରୁଥିବା ବେଳେ ଗିରଫ ହେଉଥିବା ବେପାରୀ ମାନେ ଅଳ୍ପ ଦିନ ଜେଲ ରେ ରହୁଛନ୍ତି ପୁଣି ଥରେ ନିଶା କାରବାର ରେ ମତିଛନ୍ତି। ଯେଉଇଥିପାଇଁ ନିଶା ବେପାରୀ ଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜଧାନୀ ବାଦ ଖୋର୍ଦ୍ଧା କଟକ ରେ ବିଭିନ୍ନ ସ୍ଥାନରୁ ନିଶା କାରବାର ହେଉଥିବା ନଜରକୁ ଆଣିଛି କମିଶନରେଟ ପୋଲିସ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.