ETV Bharat / state

ନବରଙ୍ଗପୁରରୁ ହଟିଲା ରାତ୍ରୀକାଳିନ କର୍ଫ୍ୟୁ

କୋରୋନାର ଦ୍ବିତୀୟ ଲହରୀ ଦେଖି ନବରଙ୍ଗପୁରରେ ଲାଗୁ ହୋଇଥିବା ନାଇଟ କର୍ଫ୍ୟୁକୁ ହଟାଇ ଦିଆଯାଇଛି । ଅଧିକ ପଢନ୍ତୁ...

author img

By

Published : Mar 28, 2021, 1:06 PM IST

Updated : Mar 28, 2021, 1:22 PM IST

ନବରଙ୍ଗପୁରରୁ ହଟିଲା ରାତ୍ରୀକାଳିନ କର୍ଫ୍ୟୁ
ନବରଙ୍ଗପୁରରୁ ହଟିଲା ରାତ୍ରୀକାଳିନ କର୍ଫ୍ୟୁ

ନବରଙ୍ଗପୁର: ଜିଲ୍ଲାରୁ ହଟିଲା ନାଇଟ କର୍ଫ୍ୟୁ । ଜିଲ୍ଲାରେ କୋରୋନାର ଦ୍ବିତୀୟ ଲହରୀ ଘାତକ ହେବାରୁ ନାଇଟ କର୍ଫ୍ୟୁ ଲାଗୁ କରିଥିଲା ପ୍ରଶାସନ । ଗତ 25 ତାରିଖରୁ ରାତି 8ଟାରୁ ସକାଳ 6ଟା ପର୍ଯ୍ୟନ୍ତ କଟକଣା ଘୋଷଣା ହୋଇଥିଲା । ଗତ 4 ଦିନ ମଧ୍ୟରେ ସେହିଭଳି ସଂକ୍ରମଣ ଦେଖାଦେଇନଥିବାରୁ ରାତ୍ରୀକାଳିନ କର୍ଫ୍ୟୁକୁ ହଟାଇ ଦିଆଯାଇଛି ।ଏନେଇ ଜିଲ୍ଲାପ୍ରଶାସନ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି ।

ନବରଙ୍ଗପୁରରୁ ହଟିଲା ରାତ୍ରୀକାଳିନ କର୍ଫ୍ୟୁ
ନବରଙ୍ଗପୁରରୁ ହଟିଲା ରାତ୍ରୀକାଳିନ କର୍ଫ୍ୟୁ
ନବରଙ୍ଗପୁରରୁ ହଟିଲା ରାତ୍ରୀକାଳିନ କର୍ଫ୍ୟୁ

ସେପଟେ, କଟକଣା ହଟିବା ପରେ ଜିଲ୍ଲାବାସୀଙ୍କୁ ଆଶ୍ବସ୍ତି କରିଛି । ଦୀର୍ଘ ଦିନ ଧରି ରାତ୍ରୀକାଳିନୀ କର୍ଫ୍ୟୁ ହଟାଇବାକୁ ଜିଲ୍ଲାବାସୀ ଦାବି କରିଆସୁଥିବାବେଳେ ଏହା ହଟିବା ପରେ ପୁଣି ଥରେ ବ୍ୟବସାୟ ସ୍ବାଭାବିକ ହେବ । ତେବେ କର୍ଫୁ୍ୟ ହଟିଲେ ମଧ୍ୟ ସାଧାରଣ ଜନତା ସମସ୍ତ ସୁରକ୍ଷା ମାନି ଚଳିବେ ବୋଲି ନବରଙ୍ଗପୁରବାସୀ କହିଛନ୍ତି ।

ନବରଙ୍ଗପୁରରୁ ତପୋନ ବିଷୋୟୀ, ଇଟିଭି ଭାରତ

Last Updated : Mar 28, 2021, 1:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.